ETV Bharat / state

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ - Aam Aadmi Party workers meeting

ବରଗଡ ଆମ ଆଦମୀ ପାର୍ଟି ତରଫରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଉ କିଛି ଦିନ ପରେ ପୌର ଏବଂ ପଞ୍ଚାୟତ ନିର୍ବାଚନ । ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଅଧିକ ପଢନ୍ତୁ...

ଆମ ଆଦାମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

author img

By

Published : Mar 15, 2021, 5:49 PM IST

ବରଗଡ: ବରଗଡ ଆମ ଆଦମୀ ପାର୍ଟି ତରଫରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଉ କିଛି ଦିନ ପରେ ପୌର ଏବଂ ପଞ୍ଚାୟତ ନିର୍ବାଚନ । ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।

ଆମ ଆଦାମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଆଗାମୀ ନିର୍ବାଚନରେ ବରଗଡ ଜିଲ୍ଲାରେ ପୌର, ପଞ୍ଚାୟତ ଏବଂ ରାଜ୍ୟରେ ଉତ୍ତମ ସରକାର ଆଣିବା ନିମନ୍ତେ ଆମ ଆଦମୀ ପାର୍ଟି ପକ୍ଷରୁ ଏହି ବୈଠକରେ ଆଲୋଚନା ହୋଇଥିଲା । ପାର୍ଟିକୁ ସୁଦୃଢ କରି ନିିର୍ବାଚନରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.