ETV Bharat / state

11 କେଭି ବିଦ୍ୟୁତ ତାର ଲାଗି ଜଳିଗଲା 2 ଟ୍ରକ

11 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆଶି ଜଳିଗଲା ଦୁଇଟି ଟ୍ରକ । ବରଗଡ ଜିଲ୍ଲା ଭଟଲି ଛକ ଠାରେ ଘଟିଛି ଏହି ଘଟଣା । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Aug 13, 2019, 1:21 PM IST

ବରଗଡ: ଜିଲ୍ଲାର ଭଟଲି ଛକ ନିକଟରେ ୧୧ କେଭି କ୍ଷମତା ବିଶିଷ୍ଟ ତାର ଛିଣ୍ଡି ଯାଇ ଦୁଇଟି ଟ୍ରକରେ ନିଆଁ ଲାଗିଥିଲା । ପ୍ରବଳ ଝଡ ଯୋଗୁଁ ଭଟଲି ଛକ ନିକଟରେ ଏକ ଗଛମୂଳରେ ଦୁଇଟି ଟ୍ରକ ଛିଡା ହୋଇଥିବା ବେଳେ ଏହି ଘଟଣା ଘଟିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଟ୍ରକ ଦୁଇଟି ଗଛ ତଳେ ଛିଡା ହୋଇଥିବା ବେଳ ନିକଟ ଦେଇ ଯାଇଥିବା ୧୧ କେଭି ତାର ଗଛରେ ପିଟି ହୋଇ ସ୍ପାର୍କିଂ ହୋଇଥିଲା ଏବଂ ତାରଟି ଛିଣ୍ଡି ଯାଇ ଟ୍ରକ ଉପରେ ପଡିଯାଇଥିଲା ଫଳରେ ଟ୍ରକ ନମ୍ବର OD 17 F 1446 ଓ OR 02F 1446 ର ସମ୍ମୁଖ ଭାଗ ନିଆଁରେ ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ବରଗଡ ଅଗ୍ନିସମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ଉକ୍ତ ଟ୍ରକ ଦୁଇଟି ପ୍ରଶାନ୍ତ ମହାପାତ୍ରଙ୍କର ବୋଲି ଜଣାପଡିଛି |

ତେବେ ବିଦ୍ୟୁତ ଉପକରଣ ଗୁଡିକୁ ଠିକ ସମୟରେ ସଜଡା ଯାଉନଥିବାରୁ ଏପରି ଦୁର୍ଘଟଣା ମାନ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ବିଦ୍ୟୁତ ବିଭାଗର ଅବହେଳା ଏବଂ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହାସହ ବରଗଡ ଆମ ଆଦମୀ ପକ୍ଷରୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିଦ୍ୟୁତ ବିଭାଗର ଅବହେଳା କାରଣରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ନେଇ ବିଦ୍ୟୁତ ବିଭାଗ ଦାୟୀ ବୋଲି ଆମ ଆଦମୀର ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଟାଉନ ଭଟଲି ଛକ ନିକଟରେ ୧୧ କେଭି କ୍ଷମତା ବିଶିଷ୍ଟ ତାର ଛିଣ୍ଡି ଯାଇ ଦୁଇଟି ଟ୍ରକ ରେ ନିଆଲାଗିଯାଇଥିଲା | ପ୍ରବଳ ଝଡ ଯୋଗୁଁ ଭଟଲିଚକ ନିକଟରେ ଏକ ଗଛମୂଳରେ ଦୁଇଟି ଟ୍ରକ ଛିଡା ହୋଇଥିବା ବେଳେ ଗଛ ନିକଟରେ ଯାଇଥିବା ୧୧ କେଭି ତାର ଗଛରେ ପିଟି ହୋଇ ସ୍ପାର୍କିଙ୍ଗ ହୋଇଥିଲା ଏବଂ ତାରଟି ଛିଣ୍ଡି ଯାଇ ଟ୍ରକ ଉପରେ ପଡିଯାଇଥିଲା ଫଳରେ ଟ୍ରକ ନମ୍ବର OD 17 F 1446 ଓ OR 02F 1446 ବିଶିଷ୍ଟ ଦୁଇଟି ଟ୍ରକ ର ସମ୍ମୁଖ ଭାଗ ନିଆରେ ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା | ଏ ନେଇ ଖବରପାଇବା ପରେ ବରଗଡ ଅଗ୍ନିସମ କର୍ମଚାରୀ ମାନେ ଦୁଇଟି ଦମକଳ ଗାଡି ସହିତ ସେଟାକୁ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ | ଉକ୍ତ ଦୁଇଟି ଟ୍ରକ ପ୍ରଶାନ୍ତ ମହାପାତ୍ର ଙ୍କର ବୋଲି ଜଣାପଡିଛି |
Body:ତେବେ ବିଦ୍ୟୁତ ଉପକରଣ ଗୁଡିକୁ ଠିକ ସମୟରେ ସଜଡା ଯାଉନଥିବାରୁ ଏପରି ଦୁର୍ଘଟଣା ମାନ ହେଉଛି | ବାରମ୍ବାର ବିଦ୍ୟୁତ ବିଭାଗର ଅବହେଳା ଏବଂ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ବରଗଡ ଆମ ଆଦମି ପକ୍ଷରୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ବିଦ୍ୟୁତ ବିଭାଗର ଅବହେଳା କାରଣରୁ ବାରମ୍ବାର ଏପରି ଅଘଟଣ ଜିଲ୍ଲାରେ ଘଟୁଥିବାରୁ ବିଦ୍ୟୁତ ବିଭାଗ ଦାୟୀ ବୋଲି ଆମ ଆଦମି ର ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି | Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.