ETV Bharat / state

ଅସହାୟ ଶିଶୁଙ୍କ ମୁହଁରେ ଫୁଟିଲା ହସ, ମଲ୍‌ ବୁଲିଲେ ଓ ଡ୍ରେସ୍‌ କିଣିଲେ - ଶିଶୁଙ୍କ ମୁହଁରେ ଖୁସିର ଖୁରାଗ

ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ । ପିତାମାତାଙ୍କୁ ହରାଇ ନିସ୍ବ ହୋଇ ପଡ଼ିଛନ୍ତି ଏମାନେ । ଅଧିକ ପଢ଼ନ୍ତୁ

ଅସହାୟ ଶିଶୁଙ୍କ ମୁହଁରେ ଖୁସିର ଖୁରାଗ
ଅସହାୟ ଶିଶୁଙ୍କ ମୁହଁରେ ଖୁସିର ଖୁରାଗ
author img

By

Published : May 24, 2022, 8:05 AM IST

ବାଲେଶ୍ବର: ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛନ୍ତି ଯୁବନେତା ବିକ୍ରମ ପଣ୍ଡା । ସେମାନଙ୍କୁ ସହରକୁ ଆଣି ମନପସନ୍ଦର ଡ୍ରେସ୍‌ କିଣି ଦେଇଛନ୍ତି ବିକ୍ରମ । ବାଲେଶ୍ଵର ସହରରେ ଥିବା କରୁଣା ଗୌରୀ ଆଶ୍ରମର ଅନ୍ତେବାସୀମାନଙ୍କୁ ଖୁସି ବାଣ୍ଟିବାର ଉଦ୍ଦେଶ୍ୟ ନେଇ ବିକ୍ରମ ପଣ୍ଡା ଏକ ସପିଂ ମଲ୍‌ରେ ସେମାନଙ୍କୁ ଆଣି ବୁଲାଇବା ସହ ବିଭିନ୍ନ ପ୍ରକାର ଜିନିଷ କିଣାଇ ଦେଇଛନ୍ତି ।

ଅସହାୟ ଶିଶୁଙ୍କ ମୁହଁରେ ଖୁସିର ଖୁରାଗ

ଅସହାୟ ଶିଶୁମାନେ ନିଜର ପିତାମାତାଙ୍କୁ ହରାଇ ନିସ୍ବ ହୋଇ ପଡ଼ିଥିବା ବେଳେ ସେମାନଙ୍କ ମୁହଁରେ ଖୁସି ଦେବାକୁ ଚେଷ୍ଟା କରିଛନ୍ତି । ଶିଶୁମାନେ ମଲ୍‌ରେ ପହଁଞ୍ଚିବା ପରେ ବୁଲାବୁଲି କରିବା ସହ ଡ୍ରେସ, ପାଣି ବୋତଲ, ନେଲପଲିସ ଭଳି ଜିନିଷ କିଣାକିଣି କରିଥିଲେ । ଏସବୁ ଜିନିଷ କିଣିବା ପରେ ସେମାନେ ଖୁସି ହୋଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟାେତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.