ETV Bharat / state

ରାଜନୀତିରେ ମହିଳାଙ୍କ ରାଜୁତି: ପ୍ରଚାରରେ ବି ଆଗରେ...

ପ୍ରଚାରରେ ପଛରେ ପଡିନାହାଁନ୍ତି ମହିଳା କର୍ମୀ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ । ଚାଲିଛି ଜୋରସୋରରେ କ୍ୟାମ୍ପନିଂ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 19, 2019, 11:37 AM IST

ବାଲେଶ୍ବର: ନିର୍ବାଚନୀ ପ୍ରଚାରରେ ମହିଳା କର୍ମୀ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆଗେଇ ଆସୁଛନ୍ତି ମହିଳା । ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଜୋରସୋରରେ କରୁଛନ୍ତି ପ୍ରଚାର । ବାଲେଶ୍ବରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନେତାଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନିଂରେ ମହିଳା କର୍ମୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ମହିଳା ସମର୍ଥକ । ହାତରେ ପ୍ଲାକାର୍ଡ । ଟାର୍ଗେଟରେ ଜନଗହଳୀପୂର୍ଣ୍ଣ ସ୍ଥାନ । ସିଧାସଳଖ ଲୋକଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବୁଝାଉଛନ୍ତି ମହିଳା କର୍ମୀ । ଦୋକାନ, ବଜାର ଓ ରାସ୍ତାକଡ, ସବୁଠି ଚାଲିଛି ପ୍ରଚାର ।

ଆହୁରି ପଢନ୍ତୁ: ସରିଲା ନିର୍ବାଚନ, ଘର ବାହୁଡିଲେ ପୋଲିଂ ଅଧିକାରୀ

ବାଲେଶ୍ବର ଲୋକସଭା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରବୀନ୍ଦ୍ର କୁମାର ଜେନା ଏବଂ ସଦର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ସମର୍ଥକ । ବେକରେ ଶଙ୍ଖ ଉତ୍ତରୀୟ ପକାଇ ବାହାରି ପଡୁଛନ୍ତି ନିର୍ବାଚନୀ ପ୍ରଚାରରେ । ଲୋକଙ୍କ ସହ ସିଧାସଳଖ ମିଶୁଛନ୍ତି ଏମାନେ ।

ଆହୁରି ପଢନ୍ତୁ: 'ପରାଜୟ ଭୟରେ ବିଜେପି ରାଜନୈତିକ ହିଂସା ସୃଷ୍ଟି କରୁଛି'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାକୁ ସମ୍ମାନ ଗାଁକୁ କାମ ନାରାକୁ ନେଇ ଚାଲିଛି ନିର୍ବାଚନୀ ପ୍ରଚାର । ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଖୀ ଯୋଜନା ଭୋଟରଙ୍କ ଆଗରେ ବଖାଣୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

Intro:Body:

dhrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.