ETV Bharat / state

ଭାସୁଛି ବାଲେଶ୍ବର ମେଡିକାଲ କଲେଜ, ହନ୍ତସନ୍ତ ରୋଗୀ - ହନ୍ତସନ୍ତ ରୋଗୀ

ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଏବଂ ଫକୀର ମୋହନ ମେଡିକାଲ କଲେଜରେ ବର୍ଷା ପାଣି ପ୍ରବେଶ କରିଛି । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 25, 2019, 1:23 PM IST

ବାଲେଶ୍ବର: ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ବର୍ଷା । ଦିନ ତମାମ ବର୍ଷା ଲାଗି ରହିବା ସହ ବାଲେଶ୍ବର ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏହି କ୍ରମରେ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ବର୍ଷା ଜଳ ପ୍ରବେଶ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ କଲେଜରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବେଳେ ବର୍ଷା ପାଣି ନିଷ୍କାସନ ହୋଇପାରିନଥିଲା । ଯାହାଫଳରେ ସର୍ଜରୀ ୱାର୍ଡରେ ପାଣି ଜମି ରହିଥିଲା । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମେଡିକାଲ ଭିତରକୁ ଯାତାୟତ ପାଇଁ ପାଣି ଭିତରେ ମେଡିକାଲ କର୍ମଚାରୀମାନେ ଇଟା ପକାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଦୁଇଦିନ ଲଗାଣ ବର୍ଷାରେ ବାଲେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳ ସମେତ ମେଡିକାଲରେ ପାଣି ପଶିଯାଇଛି। ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବେଳେ ପାଣି ନିଷ୍କାସନ ହୋଇ ନ ପାରିବାରୁ ସର୍ଜରୀ ୱାର୍ଡରେ ପାଣି ଜମି ରହିଥିଲା। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାଣି ଭିତରେ ଯିବା ଆସିବା କରିବା ପାଇଁ ମେଡିକାଲ କର୍ମଚାରୀମାନେ ଇଟା ପକାଉଥିବା ଦେଖିବାକୁ ମିଳିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.