ETV Bharat / state

ଦ୍ଵିତୀୟ ସପ୍ତାହର ପ୍ରଥମ ଦିନ ସଟଡାଉନ, ବିଭିନ୍ନ ଛକରେ ପଇଁତରା ମାରୁଛି ପୋଲିସ

author img

By

Published : Jun 13, 2020, 1:39 PM IST

Updated : Jun 13, 2020, 2:11 PM IST

ବାଲେଶ୍ବରରେ ଦ୍ଵିତୀୟ ସପ୍ତାହର ପ୍ରଥମ ଦିନ ସଟଡାଉନ । ବନ୍ଦ ରହିଛି ଦୋକାନ ବଜାର, ବିଭିନ୍ନ ଛକରେ ପୋଲିସର କଡା ଚେକିଂ । ଅଧିକ ପଢନ୍ତୁ......

The first day of the second week in Balasore is a shutdown
ଦ୍ଵିତୀୟ ସପ୍ତାହର ପ୍ରଥମ ଦିନ ସଟଡାଉନ, ବିଭିନ୍ନ ଛକରେ ପଇଁତରା ମାରୁଛି ପୋଲିସ

ବାଲେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୁନ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ବାଲେଶ୍ଵର ସଟଡାଉନ ଘୋଷଣା କରାଯାଇଛି । ଦ୍ଵିତୀୟ ସପ୍ତାହରେ ଶନିବାର ସହରର ବିଭିନ୍ନ ଛକ ସ୍ଥାନରେ ପୋଲିସ ଚେକିଂ କଡାକଡି କରାଯାଇଛି । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମଧ୍ୟ ପୋଲିସ ପ୍ରଶାସନ ସଟଡାଉନ ନିୟମ ମାନିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରୟାସ ଜାରି ରଖିଛନ୍ତି ।

ବିନା କାରଣରେ ଘରୁ ବାହାରୁଥିବା ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି । ଏପରିକି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଅଟକାଇ କାରଣ ପଚରା ଯାଉଛି । ତେବେ ବାଲେଶ୍ବରରେ ଲୋକମାନେ ସଟଡାଉନ ନିୟମ ମାନିଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 13, 2020, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.