ETV Bharat / state

ନିଲମ୍ବିତ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ - ବାଲେଶ୍ବର ଖବର

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିକାରୀ ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହ ଲିଙ୍କ ଅଭିଯୋଗ ହୋଇଥିଲା। ଏନେଇ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ। ଆଜି ଧନେଶ୍ୱରଙ୍କ ବାସଭବନ ସମେତ 7ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।

ନିଲମ୍ବିତ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

author img

By

Published : Sep 1, 2020, 12:13 PM IST

Updated : Sep 1, 2020, 3:02 PM IST

ବାଲେଶ୍ଵର: ନିଲମ୍ବିତ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧିକାରୀ ଧନେଶ୍ୱର ସାହୁଙ୍କ ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ ଅଭିଯୋଗ ହୋଇଥିଲା। ଏନେଇ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ। ମଙ୍ଗଳବାର ଧନେଶ୍ୱରଙ୍କ ବାସଭବନ ସମେତ 7ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।

ନିଲମ୍ବିତ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଜଳେଶ୍ୱର ସରକାରୀ ବାସଭବନ, ନରସିଂହପୁରର ପୈତୃକ ଜାଗା, ଭୁବନେଶ୍ୱର, ସମ୍ପର୍କୀୟଙ୍କ ଘର ଓ ଜଳେଶ୍ୱର ଥାନାର ଗୃହରକ୍ଷୀଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 1, 2020, 3:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.