ETV Bharat / state

ଦୁର୍ନୀତି ଅଭିଯୋଗ: ଖଇରା ବ୍ଲକରେ ଭିଜିଲାନ୍ସର 3 ଜଣିଆ ଟିମ୍ - Vigilance raid in khaira block

ଭତ୍ତା ବଣ୍ଟନ ନ କରି ପାଖରେ ରଖିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ପରେ ଖଇରା ବ୍ଲକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 5, 2019, 9:41 AM IST

Updated : Oct 5, 2019, 9:57 AM IST

ବାଲେଶ୍ବର: ଜିଲ୍ଲାର ଖଇରା ବ୍ଲକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସର 3 ଜଣିଆ ଟିମ୍ ଏହି ଚଢାଉ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଖଇରା ବ୍ଲକର ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ଆବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ହୋଇଥିଲା । ଭତ୍ତା ବଣ୍ଟନ ନକରି ପାଖରେ ରଖିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଉକ୍ତ ବ୍ଲକରେ ଚଢାଉ ହୋଇଥିଲା । ପ୍ରଥମେ ଖଇରା ବ୍ଲକ ପରେ ପଞ୍ଚାୟତ ଗୁଡିକରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି। ବ୍ଲକର ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା ବଣ୍ଟନରେ ଅନିୟମିତତା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଭିଜିଲାନ୍ସର ଏକ 3 ଜଣିଆ ଟିମ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଭତ୍ତା ବଣ୍ଟନ ନକରି ପାଖରେ ରଖିବା ଓ ଖଇରା ବ୍ଲକର ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସରେ ର୍ଦୁନିତୀ ବିଷୟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ ବ୍ଲକ ପରେ ପଞ୍ଚାୟତ ଗୁଡିକରେ ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି।Conclusion:
Last Updated : Oct 5, 2019, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.