ETV Bharat / state

ବାଲେଶ୍ବରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଓ ଅପରାଜିତାଙ୍କ ମେଗା ପ୍ରଚାର - mega campaign in Balasore

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜୋରସୋରରେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମିଳିତ ଭାବେ ପ୍ରଚାର କରିଛନ୍ତି ।

Union ministers Pratap
ବାଲେଶ୍ବରରେ ମେଗା ପ୍ରଚାର
author img

By

Published : Oct 28, 2020, 9:15 PM IST

Updated : Oct 28, 2020, 9:56 PM IST

ବାଲେଶ୍ଵର: ଆସନ୍ତା ନଭେମ୍ବର 3 ତାରିଖରେ ହେବାକୁ ଥିବା ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜୋରସୋରରେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ଆଜି(ବୁଧବାର) ବାଲେଶ୍ଵର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମିଳିତ ଭାବେ ପ୍ରଚାର କରିଛନ୍ତି ।

ବାଲେଶ୍ବରରେ ମେଗା ପ୍ରଚାର

ଅପରାଜିତା ବିଭିନ୍ନ ଦୋକାନ ବଜାର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏହାସହ ଡୋର ଟୁ ଡୋର ଯାଇ ଉଭୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଅନ୍ୟପଟେ ଉଭୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଓ ଅପରାଜିତା ମିଳିତ ଭାବେ ଘରଘର ବୁଲି ମଧ୍ୟ ପ୍ରଚାର କରିଥିଲେ । ଏହାପରେ ବାହବଳପୁର, ପଞ୍ଚୁପଡ଼ା ଆଦି ଅଞ୍ଚଳରେ ଦୁଇଜଣ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ସମ୍ପର୍କରେ ଲୋକଙ୍କୁ କହିବା ସହ ଭୋଟ ମାଗିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 28, 2020, 9:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.