ETV Bharat / state

ନିଜ ହାତରେ ଯଉ କଣ୍ଢେଇ ଗଢିଲେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ - କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ବାଲେଶ୍ବର ଗ୍ରସ୍ତ

ବାଲେଶ୍ବର ଗସ୍ତବେଳେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯଉ କଣ୍ଢେଇ ଶିଳ୍ପୀମାନଙ୍କୁ ଭେଟି ସେମାନଙ୍କ ସହ ମିଶି କଣ୍ଢେଇ ତିଆରି କରିଛନ୍ତି । ଅଧିକ ପଢନ୍ତୁ...

ନିଜ ହାତରେ ଯଉ କଣ୍ଢେଇ ଗଢିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Dec 4, 2020, 5:59 PM IST

ବାଲେଶ୍ବର: ନିଜ ହାତରେ ଯଉ କଣ୍ଢେଇ ଗଢିଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ବର ଗସ୍ତବେଳେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯଉ କଣ୍ଢେଇ ଶିଳ୍ପୀମାନଙ୍କୁ ଭେଟିବା ସହ ସେମାନଙ୍କ ସହିତ ମିଶି କଣ୍ଢେଇ ତିଆରି କରିଥିବା ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜ ହାତରେ ଯଉ କଣ୍ଢେଇ ଗଢିଲେ କେନ୍ଦ୍ରମନ୍ତ୍ରୀ

ଗସ୍ତ ସମୟରେ ରେମୁଣା ଗୋଲେଇ ସ୍ଥିତ କୋଶମ୍ବ ନଗରରେ ଶିଳ୍ପୀ କେଶୁ ଦାସଙ୍କ ଘରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମହିଳା ଶିଳ୍ପୀଙ୍କ ସହ ମିଶି ଯଉ କଣ୍ଢେଇ ତିଆରି କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଯଉ କଣ୍ଢେଇ ବିକାଶ ଓ ଶିଳ୍ପୀମାନଙ୍କ ପାଇଁ ବାଲେଶ୍ବରରେ ଦୁଇଟି କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ନେଇ ପ୍ରତିଶ୍ରୁତ ଦେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.