ETV Bharat / state

ଅସହ୍ୟ ହେଲା ଅଶ୍ଳୀଳ କମେଣ୍ଟ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ - anti social people

ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅସାମାଜିକ ଲୋକଙ୍କ ଅଶ୍ଳୀଳ କେମେଣ୍ଟ । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଅସହ୍ୟ ହେଲା ଅଶ୍ଳୀଳ କମେଣ୍ଟ
ଛାତ୍ରଛାତ୍ରୀଙ୍କୁ ଅସାମାଜିକ ଲୋକଙ୍କ ଅଶ୍ଳୀଳ କମେଣ୍ଟ
author img

By

Published : Jan 22, 2021, 3:29 PM IST

ବାଲେଶ୍ବର: ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅସାମାଜିକ ଲୋକଙ୍କ ଅଶ୍ଳୀଳ କେମେଣ୍ଟ । ଜିଲ୍ଲାର ରେମୁଣାଠାରେ ଥିବା ଫକୀର ମୋହନ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ଆସାମାଜିକ ଲୋକଙ୍କ କମେଣ୍ଟ ମାରିବା ସହିତ ଦୌରାତ୍ମ୍ୟ ବଢୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

ସୂଚନାଅନୁସାରେ,ଫକୀର ମୋହନ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କୁ କିଛି ଅସାମାଜିକ ଲୋକ ଖରାପ କମେଣ୍ଟ ମାରିଥିବା ଅଭିଯୋଗ ହୋଇଛି । କିଛି କାମ ପାଇ କଲେଜ ବାହାରିବା ମାତ୍ରେ ତାଙ୍କୁ କମେଣ୍ଟ ମାରିବା ସହିତ ଭିଡିଓ ସୁଟିଂ କରୁଥିବା ଅଭିଯୋଗ ହୋଇଛି । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଦୁଇ ବର୍ଷ ହେବ ଛାତ୍ରଛାତ୍ରୀଙ୍କୁ ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି। ସେଠି ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢୁଥିବା ଅଭିଯୋଗ ହୋଇଛି ।

ଘଟଣାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମେନ ରୋଡରେ ଏକ ପୋଲିସ ଫାଣ୍ଡି ସ୍ଥାପନ କରିବା ସହିତ ପୋଲିସ ମୁତୟନ କରିବାକୁ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.