ETV Bharat / state

ଗୋଧୋଇବାକୁ ଯାଇ ବୁଡ଼ିଗଲେ 2 ଭଉଣୀ

ମାମୁୁଁ ଘର ପୋଖରୀରେ ବୁଡ଼ିଗଲେ ଭାଣେଜୀ ଓ ସମ୍ପର୍କୀୟ ଭଉଣୀ ।

author img

By

Published : Jun 22, 2019, 9:44 PM IST

ବାଲେଶ୍ବର: ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । 2 ସମ୍ପର୍କୀୟ ଭଉଣୀ ପୋଖରିରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବସ୍ତା ଥାନା ଆଳୁଚରା ଗ୍ରାମର ଶିବପ୍ରସାଦ ଜେନାଙ୍କ ଝିଅ ମାମା ବଗଚରା ଗ୍ରାମର ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ମାମୁଁ ଅନୁଗୁଳ ପରମାଣିକଙ୍କ ଝିଅ ବର୍ଷାଙ୍କ ସହ ପାଖ ପୋଖରୀକୁ ଉଭୟ ଭଉଣୀ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଉଭୟେ ଗାଧୋଉଥିବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ଦୁଇ ଭଉଣୀ ବୁଡ଼ିଯାଇଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲେ କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। 2 ସମ୍ପର୍କୀୟ ଭଉଣୀ ପୋଖରିରେ ଗାଧେଇବା ବେଳେ ଗୋଡ଼ ଖସି ଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Body:ବସ୍ତା ଥାନା ଆଳୁଚରା ଗ୍ରାମର ଶିବପ୍ରସାଦ ଜେନାଙ୍କ ଝିଅ ମାମା ବଗଚରା ଗ୍ରାମର ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ମାମୁଁ ଅନୁଗୁଳ ପରମାଣିକଙ୍କ ଝିଅ ବର୍ଷାଙ୍କ ସହ ପାଖ ପୋଖରୀକୁ ଉଭୟ ଭଉଣୀ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା।

Conclusion:ବହୁ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରଯାଇଥିଲା। ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.