ETV Bharat / state

ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ, 7 ଆହତ

author img

By

Published : Jan 20, 2020, 10:36 AM IST

ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ। ଏହି ଧକ୍କା ହେବା ଫଳରେ 7ଜଣ ଯାତ୍ରୀ ଆହତ ହୋଇଛନ୍ତି। ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଅଧିକ ପଢନ୍ତୁ...

bus _accident
ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଗୋରୁବୋଝେଇ ଟ୍ରକ, 7 ଆହତ

ବାଲେଶ୍ବର: ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କ ଦେଲା ଗୋରୁ ବୋଝେଇ ଟ୍ରକ। ଦୁର୍ଘଟଣାରେ 7ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।

ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଗୋରୁବୋଝେଇ ଟ୍ରକ, 7 ଆହତ

କୋଲକାତା ଅଞ୍ଚଳର ପର୍ଯ୍ୟଟକଙ୍କୁ ନେଇ ପୁରୀରୁ ଏକ ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗ ଫେରୁଥିଲା। ଏହି ସମୟରେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର 60 ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ, ବସକୁ ପଛପଟୁ ଧକ୍କା ଦେଇଥିଲା। ଏହା ଫଳରେ 7ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ତୀର୍ଥଯାତ୍ରୀ ବସକୁ ପଛପଟୁ ଗୋରୁ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ 7ଜଣ ଆହତ ହୋଇଛନ୍ତି।
କଲିକତା ଅଞ୍ଚଳର ପର୍ଯ୍ୟଟକମାନଙ୍କୁ ନେଇ ପୁରୀରୁ ଏକ ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗ ଫେରୁଥିଲା। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର 60 ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଗୋରୁବୋଝେଇ ଟ୍ରକ ବସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ 7ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ଆହତମାନଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.