ETV Bharat / state

ସୋରରେ ତିନି ତଲାକ !

ଭୋଗରାଇ ପରେ ସୋରରେ ବେଆଇନ ତିନି ତଲାକ । ପଠାଣ ମହଲାର ରେସୋ ଖାତୁନ ପତୀ ସହିମ ଖାଁଙ୍କ ନାମରେ ଆଣିଲେ ଅଭିଯୋଗ ।

ସୋରରେ ତିନି ତଲାକ !
author img

By

Published : Aug 13, 2019, 9:44 PM IST

ବାଲେଶ୍ବର: ପୁଣି ଆଇନକୁ ଫୁ । ଭୋଗରାଇ ପରେ ସୋରରେ ବେଆଇନ ତିନି ତଲାକ । ପଠାଣ ମହଲାର ରେସୋ ଖାତୁନ ପତୀ ସହିମ ଖାଁଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ ।

ସୋରରେ ତିନି ତଲାକ !

ବାଲେଶ୍ବରର ସୋରରେ ପଠାଣମହଲାର ରେସୋ ଖାତୁନ ନିଜ ସ୍ବାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ବାଲେଶ୍ବର ଏସପି ବି ଯୁଗଳ କିଶୋର ଓ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି ।

ଭାରତ ସରକାର ତିନି ତଲାକକୁ ବ୍ୟାନ କରିବା ପରେ ରସୋକୁ ସହିମ ତିନି ତଲାକ କହି ଛାଡପତ୍ର ମାଗୁଥିବା ରସୋ ପତୀଙ୍କ ନାମରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବା ନେଇ ସୂଚନା ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଭୋଗରାଇ ପରେ ସୋରରେ ବେଆଇନ ତିନି ତଲାକ। ପଠାଣ ମହଲାର ରେସୋ ଖାତୁନ ପତୀ ସହିମ ଖାଁଙ୍କ ନାମରେ ଆଣିଲେ ଅଭିଯୋଗ। ବାଲେଶ୍ବର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରେ ଅଭିଯୋଗ କଲେ। କାର୍ଯ୍ଯନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା ଜଣାପଡିଛି।

ଗତ୨୦୧୬ ମସିହାରେ ଆଗରପଡା ହରିପୁର ଗ୍ରାମର ନାସିରଲ ଖାନଙ୍କ ଝିଅ ରେସୋକୁ ସୋର ମ୍ଯୁନିସିପାଲଟି ପଠାଣମହଲାରେ ଗ୍ରାମର ସହିମ ଖାଁ ସରିଅତ ଆଇନ ଅନୁସାରେ ବିବାହ କରିଥିଲେ। ସ୍ବାମୀ ସହିମ ଜଣେ ସମ୍ପର୍କୀୟ ଯୁବତୀଙ୍କୁ ପୁଣି ବିବାହ କରିବା ପାଇଁ ମନସ୍ଥ କରି ରସୋକୁ ଶାରୀରୀକ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଭାରତ ସରକାର ତିନି ତଲାକ ଅସିଦ୍ଧ ଘୋଷଣା କରିବା ପରେ ରସୋକୁ ସହିମ ତିନି ତଲାକ କହି ଛାଡପତ୍ର ମାଗୁଥିବା ରସୋ ପତୀ ସହିମ ଖାଁଙ୍କ ନାମରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.