ETV Bharat / state

ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ - ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ମନ୍ତ୍ରୀ

ବାଲେଶ୍ବର ଖଇରା ଅଞ୍ଚଳରେ ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

od_bls_minister forgot social distance
ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ
author img

By

Published : Apr 16, 2020, 6:33 PM IST

ବାଲେଶ୍ବର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ କୁହାଯାଉଛି । ହେଲେ ବାଲେଶ୍ବର ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଖୋଦ ମନ୍ତ୍ରୀ ସାମାଜିକ ଦୂରତ୍ବ ଭୂଲି ଯାଇଥିବାର ନଜର ଆସିଛନ୍ତି ।

ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାସ୍କ ବଣ୍ଟନ କରିଥିଲେ । ଖଇରା ବ୍ଲକ ଓ ମେଡିକାଲରେ ମନ୍ତ୍ରୀ ଲୋକଙ୍କୁ ମାସ୍କ ବାଣ୍ଟିବା ଆରମ୍ଭ କରିଥିଲେ। ମାତ୍ର ମନ୍ତ୍ରୀ ମାସ୍କ ବାଣ୍ଟିବା ବେଳେ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେବାକୁ ନଜର ଦେଇ ନଥିଲେ। ସାରା ବିଶ୍ବରେ କୋରୋନା ପାଇଁ ଏକ ପ୍ରକାର ମହାସଂଗ୍ରାମ ଜାରି ରହିଥିବା ବେଳେ ମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି । ଅନ୍ୟପଟେ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନ ଅଭିଯୋଗ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.