ETV Bharat / state

ଶ୍ରମ ଆଇନ ପ୍ରତିଲିପି ପୋଡ଼ିଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ

author img

By

Published : Feb 3, 2021, 5:45 PM IST

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଦ୍ୱାରା କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ ଶ୍ରମ ଆଇନକୁ ବିରୋଧ କରି ପ୍ରତିଲିପି ପୋଡାଯାଇଛି । ଅଧିକ ପଢନ୍ତୁ...

ବାଲେଶ୍ଵର ଶ୍ରମ ଆଇନ ପ୍ରତିଲିପି ପୋଡ଼ିଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ

ବାଲେଶ୍ଵର: କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଦ୍ୱାରା କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ ଶ୍ରମ ଆଇନକୁ ବିରୋଧ କରି ପ୍ରତିଲିପି ପୋଡାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ ଶ୍ରମ ଆଇନ ଶ୍ରମିକମାନଙ୍କ ବିରୋଧରେ ଓ ମାଲିକ ମାନଙ୍କ ସପକ୍ଷରେ ହୋଇଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛି । 44ଟି ଶ୍ରମ ଆଇନକୁ ସଂଶୋଧିତ କରି ମାଲିକଙ୍କ ସପକ୍ଷରେ ଆଇନ ପ୍ରଣୟନ କରାଯାଇଛି । ନୂତନ ଶ୍ରମ କୋଡ଼ ଲାଗୁ ହେଲେ ଶ୍ରମିକମାନେ ସେମାନଙ୍କ ଅନେକ ଆଇନଗତ ଅଧିକାର ହରାଇବେ ବୋଲି କୁହାଯାଇଛି । ଏଥିପାଇଁ ଏହି କୋଡ଼ ପ୍ରତ୍ୟାହାର ଦାବି କରିବା ସହ ଏହାର ପ୍ରତିଲିପି ପୋଡ଼ା ଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.