ETV Bharat / state

ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କୃଷକ ସଙ୍ଗଠନର ଧାରଣା - farmers' union protest

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ଏବଂ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସ ଆଗରେ ହୋଇଛି ବିକ୍ଷୋଭ ପ୍ରଦର୍ଶନ।

କୃଷି ଆଇନକୁ ବିରୋଧ
କୃଷି ଆଇନକୁ ବିରୋଧ
author img

By

Published : Dec 14, 2020, 7:07 PM IST

ବାଲେଶ୍ବର: ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ପ୍ରଭାବ ବାଲେଶ୍ବର ଜିଲ୍ଲାରେ ପଡିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ଏବଂ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନରେ ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସ ଆଗରେ ହୋଇଛି ବିକ୍ଷୋଭ ପ୍ରଦର୍ଶନ।

କୃଷି ଆଇନକୁ ବିରୋଧ

ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଆଜି(ସୋମବାର) 19 ଦିନରେ ପହଞ୍ଚିଛି । ଯାହାକୁ ସମର୍ଥନ ଜଣାଇ ସମ୍ପୁର୍ଣ୍ଣ ବାଲେଶ୍ଵର ଜିଲ୍ଲାରେ ଏମିତି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି କୃଷି ଆଇନ ପ୍ରତ୍ୟାହାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.