ETV Bharat / state

ବିଭିନ୍ନ ଦାବି ନେଇ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ବିଭିନ୍ନ ଦାବି ପୂରଣ ନହେବା ନେଇ ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 24, 2019, 5:44 PM IST

ବାଲେଶ୍ଵର: ଜିଲ୍ଲା ଜଳେଶ୍ଵର ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ବାରମ୍ବାର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ସୁଫଳ ନମିଳିବାରୁ ବାଧ୍ୟ ହୋଇ ପିଲାମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି । ଛାତ୍ରୀଛତ୍ରୀମାନେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମୁଖ୍ୟତଃ ଦାବି ଗୁଡିକ ହେଉଛି ବଏଜ କମନରୁମ, ଲାଟିନ, ଶ୍ରେଣୀ ଗୃହରେ ଖରାପ ହୋଇଥିବା ଫୋନର ମରାମତି କରିବା । ସେହିପରି ଗାର୍ଲସ ହଷ୍ଟେଲରେ କଲେଜ କର୍ମଚାରୀମାନଙ୍କୁ ରହିବାକୁ ନଦେବା, ଡେଭଲପମେଣ୍ଟ ଫି ଛାଡ କରିବା ଆଦି ଦାବି ପୂରଣ ପାଇଁ ଅଡ଼ି ବସିଥିଲେ ଛାତ୍ରଛାତ୍ରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି ।

କଲେଜ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ର ଛାତ୍ରୀ ମାନେ ବାରମ୍ବାର ଅଧ୍ୟକ୍ଷ ଙ୍କ ନିକଟରେ ଅଭିଯୋଗ ପରେ ସୁଫଳ ନମିଳିବାରୁ ବାଧ୍ୟ ହୋଇ ପିଲାମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ବଏଜ କମନରୁମ, ଲାଟ୍ରିନ, ଶ୍ରେଣୀ ଗୃହ ରେ ଖରାପ ହୋଇଥିବା ଫେନର ମରାମତି , ଗାର୍ଲସ ହଷ୍ଟେଲରେ କଲେଜ କର୍ମଚାରୀ ମାନଙ୍କୁ ରହିବାକୁ ନଦେବା ତତ୍ ସହିତ ଡେଭଲପମେଣ୍ଟ ଫି ଛାଡ କରିବା ଆଦି ଦାବି ପୂରଣ ପାଇଁ ଅଡ଼ି ବସିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.