ETV Bharat / state

ପରୀକ୍ଷା ଫି’ ବିରୋଧରେ ତାତିଲେ ଛାତ୍ରଛାତ୍ରୀ

author img

By

Published : Sep 18, 2019, 9:48 PM IST

ଅଧିକ ପରୀକ୍ଷା ଫି’ ନିଆଯାଉଥିବା ଅଭିଯୋଗ କରି ବାଲେଶ୍ବର ଜିଲ୍ଲା ଜାମଶୁଳୀ ସ୍ଥିତ ଲକ୍ଷ୍ମୀନାରାୟଣ ଜଲେଜର ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଟାୟାର ଜାଳି ଆନ୍ଦୋଳନ କରିବା ସହ କଲେଜରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଅଧିକ ପରୀକ୍ଷା ଫି’ କୁ ବିରୋଧ । ଏନେଇ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି କଲେଜ ଛାତ୍ରଛାତ୍ରୀ । ଏହି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜାମଶୁଳୀ ସ୍ଥିତ ଲକ୍ଷ୍ମୀନାରାୟଣ ଜଲେଜରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନ୍ୟ କଲେଜ ତୁଳନାରେ ଉକ୍ତ କଲେଜରେ ପରୀକ୍ଷା ଫି’ ଅଧିକ ନିଆଯାଉଛି । ହେଲେ କଲେଜରେ ସେମିତି କିଛି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀମାନେ ଟାୟାର ଜାଳି ଆନ୍ଦୋଳନ କରିବା ସହ କଲେଜରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଜାମଶୁଳୀ ସ୍ଥିତ ଲକ୍ଷ୍ମିନାରାୟଣ କଲେଜରେ ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀ ମାନେ ଗେଟ ରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।
ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଅନୁଯାୟୀ, ଅନ୍ଯ କଲେଜ ତୁଳନା ରେ ଉକ୍ତ କଲେଜରେ ପରୀକ୍ଷା ଫି ଅଧିକ ନିଆ ଯାଉଛି। ହେଲେ କଲେଜରେ ସେମିତି କିଛି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଟାୟାର ଜାଳି ଆନ୍ଦୋଳନ କରିବା ସହ କଲେଜରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.