ETV Bharat / state

ରାସ୍ତା ଉପରେ ବୁଲା ଗୋରୁଙ୍କ ଆଡ୍ଡା, ଦୁର୍ଘଟଣା ମୁହାଁ ସହରବାସୀ

author img

By

Published : Mar 13, 2021, 4:50 PM IST

ବାଲେଶ୍ବର ସହରରେ ବୁଲା ଗାଈଗୋରୁଙ୍କ ପାର୍ଦୁଭାବ । ବୁଲା ଗୋରୁଙ୍କ ପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

ରାସ୍ତା ଉପରେ ବୁଲା ଗୋରୁଙ୍କ ଆଡ୍ଡା, ଦୁର୍ଘଟଣା ମୁହାଁ ସହରବାସୀ
ରାସ୍ତା ଉପରେ ବୁଲା ଗୋରୁଙ୍କ ଆଡ୍ଡା, ଦୁର୍ଘଟଣା ମୁହାଁ ସହରବାସୀ

ବାଲେଶ୍ବର: ଦିନକୁ ଦିନ ନୂଆ ରୂପରେ ସଜେଇ ହେଉଛି ବାଲେଶ୍ବର ସହର । ସହରର ରାସ୍ତାଘାଟ ଆଲୁଅ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ହେଲେ ଇତିମଧ୍ୟରେ ବୁଲା ଗୋରୁଗାଈ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ବଡ ସମସ୍ୟା ରୂପେ ଦଣ୍ଡାୟମାନ ହୋଇଛନ୍ତି ।

ସହରର ପ୍ରମୁଖ ରାସ୍ତା ଉପରେ ବୁଲା ଗୋରୁଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ଯାହାଦ୍ବାରା ଲୋକମାନେ ନାନା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏପରିକି ରାସ୍ତା ମଝିରେ ଗାଈଗୁଡିକ ଶୋଇ ରହୁଥିବାରୁ ବଡ ବଡ ଗାଡି ଯାତାୟତରେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ଗୋଶାଳାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.