ETV Bharat / state

ବାଲେଶ୍ବର ଷ୍ଟେସନରେ ଛୁରାମାଡ଼ - ଉଦ୍ଧାର କଲା ଜିଆରପି

ବାଲେଶ୍ବର ଷ୍ଟେସନର 1 ନଂ ପ୍ଲାଟଫର୍ମରେ ଛୁରାମାଡ଼ । ଛୁରାମାଡ଼ରେ ଆହତ ବ୍ୟକ୍ତିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ଜିଆରପି ।

ଡ଼ିଜାଇନ ଫଟୋ
author img

By

Published : Sep 9, 2019, 11:43 PM IST

ବାଲେଶ୍ଵର: ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ । ବିଳମ୍ବିତ ରାତିରେ 1 ନଂ ପ୍ଲାଟଫର୍ମ ନିକଟରେ ବ୍ୟକ୍ତି ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଯାତ୍ରୀ । ପ୍ରଥମେ ଗୁରୁତର ଅବସ୍ଥାରେ ଜିଆରପି ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ପରେ ମେଡିକାଲରେ ଭର୍ତ୍ତି କରିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ଗୁରୁତର ବ୍ୟକ୍ତି ଜଣଙ୍କ ଗୋଧିବସା ଅଞ୍ଚଳର ରାଜେଶ ମୁର୍ମୁ ବୋଲି ଜଣାପଡିଛି । ତେବେ ଘଟଣା ଘଟିବା ସମୟରେ ରାଜେଶଙ୍କ ପାଖରେ ତାଙ୍କର 2 ନାବାଳକ ପୁଅ ଥିଲେ । ସେପଟେ ଛୁରାମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ । କିଏ ଓ କାହିଁକି ରେଜେଶଙ୍କୁ ଛୁରା ମାଡ଼ କରିଛି ଘଟମାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ 9ଟା ବେଳେ 1 ନଂ ପ୍ଲାଟଫର୍ମ ନିକଟରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଜିଆରପି ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଗୁରୁତର ବ୍ୟକ୍ତି ଜଣଙ୍କ ଗୋଧିବସା ଅଞ୍ଚଳର ରାଜେଶ ମୁର୍ମୁ ବୋଲି ଜଣାପଡିଛି। ତେବେ ଘଟଣା ଘଟିବା ପରେ ରାଜେଶଙ୍କ ପାଖରେ 2ଜଣ ନାବାଳକ ପୁଅ ଥିବା ବେଳେ ଛୁରାମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.