ETV Bharat / state

କୋରୋନା ପାଇଁ କଠୋର ହେଲା ପ୍ରଶାସନ, ଗାଇଡଲାଇନ ଭାଙ୍ଗିଥିବା ଦୋକାନ ସିଲ - corona guidelines violation

କୋରୋନା ପାଇଁ କଠୋର ହେଲା ବାଲେଶ୍ବର ପ୍ରଶାସନ । କୋରୋନା ଗାଇଡଲାଇନ ଭାଙ୍ଗିଥିବା ଦୋକାନ ସିଲ । ଆଗକୁ କଡାକଡି ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ....

The administration has tightened its grip on Corona, the shop seal that has broken the Corona guidelines.
କୋରୋନା ପାଇଁ କଠୋର ହେଲା ପ୍ରଶାସନ,କୋରୋନା ଗାଇଡଲାଉନ ଭାଙ୍ଗିଥିବା ଦୋକାନ ସିଲ
author img

By

Published : Jul 14, 2020, 12:00 PM IST

Updated : Jul 14, 2020, 12:17 PM IST

ବାଲେଶ୍ବର : କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ କଠୋର ହୋଇଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ । ବିଭିନ୍ନ ଦୋକାନ ସାମ୍ନାରେ ଭିଡ଼ ଜମୁଥିବାରୁ ପ୍ରଶାସନିକ ସ୍ତରରେ ଦୋକାନ ସିଲ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଦୋକାନ ସାମ୍ନାରେ ସାମାଜିକ ଦୂରତା, ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ଭଳି ନିୟମକୁ ଉଲଂଘନ କରିଥିବା ଦୋକାନ ଗୁଡିକ ପ୍ରତିଦିନ ସିଲ କରାଯାଉଛି ।

କୋରୋନା ପାଇଁ କଠୋର ହେଲା ପ୍ରଶାସନ, ଗାଇଡଲାଇନ ଭାଙ୍ଗିଥିବା ଦୋକାନ ସିଲ

ସହରର ନୂଆବଜାର, ଫାଣ୍ଡିଛକ ଆଦି ସ୍ଥାନରେ କୋଭିଡ ନିୟମ ଉଲଂଘନ କରିଥିବା ଦୋକାନ ଗୁଡିକ 7 ଦିନ ପର୍ଯ୍ୟନ୍ତ ପ୍ରଶାସନ ବନ୍ଦ କରିଛି । ଆଗାମୀ ଦିନରେ କୋଭିଡ ଗାଇଡ଼ ଲାଇନ ମାନୁ ନଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ

Last Updated : Jul 14, 2020, 12:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.