ETV Bharat / state

ରାସନ ସାମଗ୍ରୀ ପାଇଁ ଲମ୍ବା ଲାଇନ, ହୋମ ଡେଲିଭରୀ ପାଇଁ ଦାବି - ବାଲେଶ୍ବର

ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଛି ମାତ୍ର ଏହାରି ମଧ୍ୟରେ ହିତାଧିକାରୀମାନେ ରାସନ୍ ଦୋକାନ ଆଗରେ ସଉଦା ପାଇଁ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରାସନ ସାମଗ୍ରୀ ପାଇଁ ଲମ୍ବା ଲାଇନ, ହୋମ ଡେଲିଭରି ପାଇଁ ଦାବି

author img

By

Published : May 11, 2021, 12:08 PM IST

ବାଲେଶ୍ବର: ଦିନକୁ ଦିନ କୋରୋନା ସାରା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ମାସ୍କ ଜରୁରୀ ହୋଇପଡିଛି । ଏହି ସମୟରେ ଲକଡାଉନ ଓ ସଟଡାଉନ ମଧ୍ୟ ଜାରି ରହିଛି ମାତ୍ର ଏହାରି ମଧ୍ୟରେ ହିତାଧିକାରୀମାନେ ରାସନ୍ ଦୋକାନ ଆଗରେ ସଉଦା ପାଇଁ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି।

ରାସନ ସାମଗ୍ରୀ ପାଇଁ ଲମ୍ବା ଲାଇନ, ହୋମ ଡେଲିଭରି ପାଇଁ ଦାବି

ଏପରି ଲମ୍ବା ଲାଇନ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି। ଏହି ଭଳି ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ। ଏନେଇ ମାନସ ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବି ଜଣାଇଛନ୍ତି। ହିତାଧିକାରୀମାନଙ୍କ ପାଇଁ ରାସନ ସାମଗ୍ରୀ ହୋମ୍ ଡେଲିଭରୀ କରାଯାଉ ବୋଲି ଦାବି ହୋଇଛି । ଏହାସହ ଗ୍ରାମରୁ ସହର ସବୁଠି ଲୋକଙ୍କ କଟାଯାଉଥିବା ରାସନ ତୁରନ୍ତ ପ୍ରଦାନ କରିବା ସହଁ ଉକ୍ତ ରାସନ୍ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାନସ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.