ETV Bharat / state

ପୋଲିସ ଦକ୍ଷତାକୁ ନେଇ ପ୍ରଶ୍ନ: ଚୋରକୁ ଧରିବା ଦାବିରେ ରାସ୍ତାରୋକ

ବାଲେଶ୍ବର ଜିଲ୍ଲା ପରିଖିରେ ରାସ୍ତାରୋକ । ବୋଲେରୋ ଗାଡି ଚୋରି ନେଇ ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଥିବାରୁ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡିଛି ।

author img

By

Published : Aug 22, 2019, 11:28 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ପରିଖିରେ ରାସ୍ତାରୋକ । ପୋଲିସର ସ୍ଥାଣୁତା ଅଭିଯୋଗରେ ରାସ୍ତାରୋକ କରାଯାଇଥିବା ଅଭିଯୋଗ ହୋଇଛି । କସାଫଳ ଥାନା ପରିଖି ଛକରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଗତ ସୋମବାର ଦିନ ସ୍ଥାନୀୟ ରହମତ ଅଲ୍ଲୀଙ୍କ ବୋଲେରୋ ଗାଡି ଚୋରି ହୋଇଥିଲା । ଏହାକୁ ନେଇ ସେ କସାଫଳ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଥିବାରୁ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ପରିଖିରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ପୋଲିସର ସ୍ଥାଣୁତା ଅଭିଯୋଗରେ ରାସ୍ତାରୋକ କରାଯାଇଥିବା ଅଭିଯୋଗ ହୋଇଛି। କସାଫଳ ଥାନା ପରିଖି ଛକରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଗତ ସୋମବାର ଦିନ ରହମତ ଅଲ୍ଲୀଙ୍କ ବୋଲେରୋ ଚୋରି ହୋଇଥିଲା। ଏହାକୁ ନେଇ ସେ କସାଫଳ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଚୋରକୁ ଧରିବାରେ ଅକ୍ଷମ ହୋଇଥିବାରୁ ଲୋକମାନେ ରାସ୍ତାରୋକ କରିଛନ୍ତି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.