ETV Bharat / state

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ - protest in balasore

ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବ ମୋର୍ଚ୍ଚା । ରାଫେଲ ରାୟ ପରେ ଦଳ ପକ୍ଷରୁ କରାଯାଇଛି କୁଶପୁତ୍ତଳିକା ଦାହ। ଆଗକୁ ପଢନ୍ତୁ...

ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ
author img

By

Published : Nov 16, 2019, 7:24 PM IST

ବାଲେଶ୍ଵର: ସହରର ଫାଣ୍ଡିଛକ ନିକଟରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶୁକ୍ରବାର ରାଫେଲ ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭିତ୍ତିହୀନ ପାଲଟିଛି।

ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ

ଏହାସହ ବାରମ୍ବାର ଦେଶ ଓ ଦେଶ ବାହାରେ ରାହୁଲ 'ଚୌକିଦାର ଚୋର ହେ' ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି । ଏଥିପାଇଁ ରାହୁଲ ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରି କୁଶପୁତ୍ତଳିକା ଦାହ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:ବାଲେଶ୍ଵର ସହରର ଫାଣ୍ଡିଛକ ନିକଟରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କାରାଯାଇଛି।

Body:ଗତକାଲି ରାଫେଲ ମାମଲା ରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭିତ୍ତିହୀନ ପାଲଟିଛି। ଏହାସହ ବାରମ୍ବାର ଦେଶ ଓ ଦେଶ ବାହାରେ ରାହୁଲ ଚୌକିଦାର ଚୋର ହେ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଏଥିପାଇଁ ରାହୁଲ ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରି କୁଶପୁତ୍ତଳିକା ଦାହ କରାଯାଇଥିଲା।

Conclusion:ବାଇଟ- ସମର ଶଙ୍କର କାନୁନଗୋ(ଜିଲ୍ଲା ଯୁବମୋର୍ଚ୍ଚା ସଭାପତି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.