ETV Bharat / state

ବନ୍ୟାଞ୍ଚଳରେ ରିଲିଫ ଦେଇ ନେତାଙ୍କ ଫୋଟୋ ପ୍ରତିଯୋଗିତା - ସୁବର୍ଣ୍ଣରେଖାରେ ବନ୍ୟା

ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ରିଲିଫ ବାଣ୍ଟିବା ସହ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ଲାଗିଛି ନେତା ମାନଙ୍କ ଭିତରେ ପ୍ରତିଯୋଗିତା । ଅଧିକ ପଢ଼ନ୍ତୁ

ବନ୍ୟାଞ୍ଚଳରେ ରିଲିଫ ଦେଇ ନେତାଙ୍କ ଫୋଟୋ ପ୍ରତିଯୋଗିତା

author img

By

Published : Aug 23, 2022, 10:32 PM IST

ବାଲେଶ୍ଵର: ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ବଭିନ୍ନ ରାଜନୈତିକ ଦଳର ନେତା । କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହେଲାଣି ରିଲିଫ ବାଣ୍ଟିବା ପ୍ରତିଯୋଗିତା । ରିଲିଫ ବାଣ୍ଟିବା ବେଳେ ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଭୁଲିନାହାନ୍ତି କୌଣସି ନେତା ।

ବନ୍ୟା ବିପନ୍ନଙ୍କ ପାଖରେ ନେତା, ବିସ୍କୁଟ ଦେଇ ସୋସିଆଲ ମିଡିଆରେ ଫଟୋ ମେଞ୍ଚାଏ

ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଯୋଗୁଁ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକରେ ଦୁଇଦିନ ହେଲା ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି । ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଯେତେଦିନ ଯାଏ ସ୍ଥିତି ନ ସୁଧୁରିଛି ସେତେଦିନ ଯାଏ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।

ଏହାରି ଭିତରେ ଏବେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ସେମାନଙ୍କ ଫେସବୁକ ପେଜରୁ ଦେଖିବାକୁ ମିଳୁଛି । କଂଗ୍ରେସ, ବିଜେପି ଓ ବିଜେଡି ଦଳ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ ବଣ୍ଟା ଚାଲିଛି । ନେତାମାନେ ମଧ୍ୟ ରିଲିଫ ବାଣ୍ଟି ଫଟୋ ଉଠାଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ତିନି ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଚୁଡା, ବିସ୍କୁଟ, ଚାଉଳ ଓ ପାଣି ବୋତଲ ବାଣ୍ଟୁଥିବା ନଜରକୁ ଆସିଛି ।

ବନ୍ୟାଞ୍ଚଳରେ ଲୋକଙ୍କ ଦୁଃଖ କଷ୍ଟ ସମ୍ପର୍କରେ ବିଜେପିର ଜିଲ୍ଲା ସଭାପତିଙ୍କ ସମେତ ଏକ ଟିମ ଗତକାଲି rdcଙ୍କ ସହ ଆଲୋଚନା କରିଥିଲା । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା ।

ସେହିଭଳି ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ବ୍ୟବସ୍ଥା କରାଯିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।

ତେବେ ଏଥିରେ ପଛରେ ପଡ଼ିନାହିଁ କଂଗ୍ରେସ । ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳୀୟ କର୍ମୀମାନେ ରିଲିଫ ବାଣ୍ଟିବାର ବ୍ୟସ୍ତ ଅଛନ୍ତି । ନେତା ଓ କର୍ମୀମାନେ ଆଣ୍ଠୁଏ ପାଣିରେ ଠିଆହୋଇ ଫଟୋ ଉଠାଇଥିବା ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ତେବେ ଏମିତି ଫଟୋ ପୋଷ୍ଟ କୁ ନେଇ ଏହାକୁ କେହିକେହି କମେଣ୍ଟ କରୁଥିବା ମଧ୍ୟ ନଜରକୁ ଆସିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.