ETV Bharat / state

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ରେମୁଣା ବିଧାୟକଙ୍କ ନାଁରେ ମାମଲା

ରେମୁଣା ନିର୍ବାଚନ ମଣ୍ଡଳୀର ନବାଗତ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ମାମଲା । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ।

author img

By

Published : Jul 3, 2019, 8:30 PM IST

Updated : Jul 3, 2019, 9:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ରେମୁଣା ନିର୍ବାଚନ ମଣ୍ଡଳୀର ନବାଗତ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ମାମଲା । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ, ବାଣିଜ୍ୟ କର ଫାଙ୍କିବା, ଭୁଲ ଜାତିଗତ ପ୍ରମାଣପତ୍ର ଦାଖଲ କରିବା ଭଳି ସଙ୍ଗିନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମାମଲା ଦାୟର କରିଛନ୍ତି ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ । ଏସବୁ ଅଭିଯୋଗକୁ ବିଚାରକୁ ନେଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେ ହାଇକୋର୍ଟରେ ଅପିଲ କରିଥିବା ଜଣାପଡିଛି । ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

05

ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ନବାଗତ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାମରେ ଏତଲା।

ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ, ବାଣିଜ୍ୟ କର ଫାଙ୍କିବା, ଭୁଲ ଜାତିଗତ ପ୍ରମାଣପତ୍ର ଦାଖଲ କରିବା ଭଳି ସଙ୍ଗିନ ଅଭିଯୋଗ ଶ୍ରୀ ପରିଡାଙ୍କ ନାମରେ ଅଭିଯୋଗ ହୋଇଛି। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏନେଇ ଆଜି ହାଇକୋର୍ଟରେ ଏତଲା ଦେଇଥିବା ନିଜେ ଗୋବିନ୍ଦ ପ୍ରତିକ୍ରିୟା ଦେଇଛନ୍ତି।

ନିର୍ବାଚନରେ ଜିତିଥିବା ସୁଧାଂଶୁଙ୍କୁ ଅଯୋଗ୍ୟ ଘୋଷଣା ନିମନ୍ତେ ଏମିତି କରିଥିବା ଜଣାପଡ଼ିଛି। ତେବେ ଏନେଇ ସୁଧାଂଶୁଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
Last Updated : Jul 3, 2019, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.