ETV Bharat / state

ଫାସ୍‌ଟ୍ୟାଗ ଲାଗୁ ନେଇ ବାଲେଶ୍ଵରବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

author img

By

Published : Dec 15, 2019, 5:26 PM IST

ଫାସ୍‌ଟ୍ୟାଗ ଆବେଦନ ପାଇଁ ବାଲେଶ୍ଵରର ସେରଗଡ ଟୋଲ ଗେଟ ଅଫିସ ସାମ୍ନାରେ ଆଜି ଭିଡ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

fastag
fastag

ବାଲେଶ୍ଵର: ଜିଲ୍ଲାର ସେରଗଡ ଟୋଲ ଗେଟ ଅଫିସ ଆଗରେ ଆଜି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ନିଜ ନିଜ ଗାଡି ପାଇଁ ଫାସ୍‌ଟ୍ୟାଗ ଆବେଦନ ପାଇଁ ଲୋକେ ଲାଇନ ଲଗାଇ ଦେଇଥିଲେ।
ଦେଶରେ ଫାସ୍‌ଟ୍ୟାଗ ଲାଗୁ ହେବା ନେଇ ଖବର ମିଳିବା ପରେ ଗାଡି ମାଲିକ ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି।

ଡିସେମ୍ବର ପହିଲାରୁ ଏହାକୁ ଲାଗୁ କରିବା ପାଇଁ ନିର୍ଦେଶ ମିଳିଥିଲା। ହେଲେ ଏହା 15 ତାରିଖ ଯାଏ ଘୁଞ୍ଚିଥିଲା। ମାତ୍ର ପୁଣିଥରେ ଏହାକୁ ଜାନୁଆରୀ 15 ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହାରି ଭିତରେ ଗାଡିର ଫାସ୍‌ଟ୍ୟାଗ ବ୍ୟବସ୍ଥା କରାଇବା ପାଇଁ କୁହାଯାଇଛି। ହେଲେ ବାଲେଶ୍ବରର ଲୋକାଲ ଗାଡି ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଯାନ ପାଇଁ ନିୟମରେ ପରିବର୍ତ୍ତନ ଦାବି କରିଛନ୍ତି ଲୋକେ। ଏମିତିକି ଫାସ୍‌ଟ୍ୟାଗରେ କେତେ ଟଙ୍କା କଟୁଛି ସେ ବିଷୟରେ ସଠିକ ତଥ୍ୟ ଗାଡିର ମାଲିକ ପାଇବାରେ ଅସୁବିଧା ହେଉଛି ବୋଲି ଅଭିଯୋଗ ହୋଇଛି।

ଫାସ୍‌ଟ୍ୟାଗ ଲାଗୁ ନେଇ ବାଲେଶ୍ଵରବାସୀଙ୍କ ମିଶ୍ର ପ୍ରତିକ୍ରିୟା

ଲୋକେ ଫାସ୍‌ଟ୍ୟାଗକୁ ନେଇ ଦ୍ଵନ୍ଦରେ ପଡୁଥିବା ବେଳେ କେତେକ ଲୋକ ଏହାକୁ ସ୍ବାଗତ କରିଛନ୍ତି। ଏହା ଦ୍ବାରା ଟୋଲ ଗେଟରେ ଶୀଘ୍ର ଯିବା ଆସିବା କରିହେବ ବୋଲି କହିବା ସହ ଏହାକୁ ସ୍ବାଗତ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସେରଗଡ଼ ଟୋଲ ଗେଟ ଅଫିସ ଆଗରେ ଆଜି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନିଜନିଜ ଗାଡି ପାଇଁ ଫାସଟ୍ୟାଗ ଆବେଦନ ପାଇଁ ଲୋକମାନେ ଲାଇନ ଦେଇଥିଲେ।

Body:ଦେଶରେ ଫାଷ୍ଟ ଟ୍ୟାଗ ଲାଗୁ ହେବାନେଇ ସୂଚନା ମିଳିବା ପରେ ଗାଡି ମାଲିକମାନେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଡିସେମ୍ବର 1 ତାରିଖରୁ ଲାଗୁ ହେବା ପାଇଁ ନିର୍ଦେଶ ଥିଲା, ହେଲେ ଏହା 15 ତାରିଖ ଯାଏ ଘୁଞ୍ଚିଥିଲା। ମାତ୍ର ପୁଣିଥରେ ଏହାକୁ ଜାନୁଆରୀ 15 ତାରିଖ ଯାଏ କୋହଳ କରାଯାଇଛି। ଏହାରି ଭିତରେ ଗାଡି ଗୁଡିକର ଫାସଟ୍ୟାଗ ବ୍ୟବସ୍ଥା କରାଇବା ପାଇଁ କୁହାଯାଇଛି। ହେଲେ ବାଲେଶ୍ୱରର ଲୋକାଲ ଗାଡି ଓ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡି ଗୁଡିକ ପାଇଁ ନିୟମରେ ପରିବର୍ତ୍ତନ ଦାବି କରିଛନ୍ତି ଲୋକେ। ଏମିତିକି ଫାସଟ୍ୟାଗରେ କେତେ ଟଙ୍କା କଟୁଛି ସେ ବିଷୟରେ ସଠିକ ତଥ୍ୟ ଗାଡି ମାଲିକ ପାଇବାରେ ଅସୁବିଧା ହେଉଛି ବୋଲି ଅଭିଯୋଗ ହୋଇଛି।

Conclusion:ଲୋକମାନେ ଫାସଟ୍ୟାଗ କୁ ନେଇ ଦ୍ଵନ୍ଦରେ ପଡୁଥିବା ବେଳେ କିଛି ବ୍ୟକ୍ତି ଏହାକୁ ସ୍ୱାଗତ କରିଛନ୍ତି। ଟୋଲ ଗେଟ ରେ ଶୀଘ୍ର ଯିବା ଆସିବା କରିହେବ ବୋଲି କହି ଏହାକୁ ସ୍ୱାଗତ କରିଛନ୍ତି।
ବାଇଟ1- ସେକ କାଳୁ(ଗାଡି ମାଲିକ)
ବାଇଟ2- ପ୍ରଦୀପ କର(ବ୍ୟବସାୟୀ)
ବାଇଟ3- ମିତେଶ ନାୟକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.