ETV Bharat / state

ବାଲେଶ୍ବରର ଜଣେ ବିଧାୟକ କୋରୋନା​ ପଜିଟିଭ

author img

By

Published : Jul 6, 2020, 1:50 PM IST

Updated : Jul 6, 2020, 2:51 PM IST

ରାଜ୍ୟର ପ୍ରଥମ ଥର ଜଣେ ଜନ ପ୍ରତିନିଧି କୋରୋନା ଆକ୍ରାନ୍ତ। ସେ ବାଲେଶ୍ବରର ଜଣେ ବିଧାୟକ ହୋଇଥିବା ସିଡିଏମଓ ଫୋନ ଯୋଗେ ଜଣାଇଛନ୍ତି । ଦୁଇଦିନ ତଳେ ନୀଳଗିରି ବରହମପୁର ଠାରେ ବିଧାୟକ ନିଜ ସ୍ବାବ ନମୁନା ପରୀକ୍ଷା କରାଇଥିଲେ। ଆଜି ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୀଳଗିରି: ବାଲେଶ୍ବରର ଜଣେ ବିଧାୟକ କୋରୋନା ସଂକ୍ରମିତ । ତାଙ୍କ କୋରୋନା ରିପୋର୍ଟ ପଜିଟିଭ ରହିଛି । ଦୁଇଦିନ ତଳେ ବ୍ରହ୍ମପୁର ଠାରେ ବିଧାୟକ ନିଜ ସ୍ବାବ ନମୁନା ପରୀକ୍ଷା କରାଇଥିଲେ। ଆଜି ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିଛି ।

ବାଲେଶ୍ବରର ଜଣେ ବିଧାୟକ କୋରୋନା​ ପଜିଟିଭ

ବିଧାୟକଙ୍କୁ ଚିକିତ୍ସା ନିମନ୍ତେ ଜ୍ୟୋତି କୋଭିଡ ହସ୍ପିଟାଲକୁ ଆଣିବାର ବ୍ୟବସ୍ଥା କରୁଛି ପ୍ରଶାସନ । ସମସ୍ତ ଗାଇଡ଼ଲାଇନ ଅନୁସାରେ ବିଧାୟକଙ୍କୁ ଚିକିତ୍ସା କରାଯିବ ବୋଲି ସିଡିଏମଓ ଫୋନ ଯୋଗେ କହିଛନ୍ତି । ଜଣେ ଜନପ୍ରତିନିଧି ଭାବେ ବିଧାୟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସମସ୍ତ ଗାଇଡ଼ଲାଇନ ଫଲୋ କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 6, 2020, 2:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.