ETV Bharat / state

ନବଜାତ ଶିଶୁକନ୍ୟା ମୁଣ୍ଡରେ 5 କିଲୋର ଟ୍ୟୁମର - ବାଲେଶ୍ବର ଖବର

ସଦ୍ୟଜାତ ଶିଶୁ ମୁଣ୍ଡରେ ପାଖାପାଖି ୫ କେଜି ଓଜନର ଟ୍ୟୁମର। ଏଭଳି ଘଟଣା ମଙ୍ଗଳବାର ବାଲେଶ୍ୱର ହସ୍ପିଟାଲରେ ଦେଖିବାକୁ ମିଳିଛି।

newborn-baby-girl-has-5-kg-of-tumors-on-her-head
ନବଜାତ ଶିଶୁକନ୍ୟା ମୁଣ୍ଡରେ 5 କିଲୋର ଟିୟୁମର
author img

By

Published : Jun 16, 2020, 8:25 PM IST

ବାଲେଶ୍ବର: ନବଜାତ ଶିଶୁ ମୁଣ୍ଡରେ ପାଖାପାଖି ୫ କେଜି ଓଜନର ଟ୍ୟୁମର। ଏଭଳି ଘଟଣା ମଙ୍ଗଳବାର ବାଲେଶ୍ୱର ହସ୍ପିଟାଲରେ ଦେଖିବାକୁ ମିଳିଛି। ରେମୁଣା ବ୍ଲକ ମଧୂପୁରା ଗ୍ରାମର ସୁଦର୍ଶନ ଜେନାଙ୍କ ପତ୍ନୀ ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଜନ୍ମ ସମୟରେ ନବଜାତ ଶିଶୁ ମୁଣ୍ଡରେ ଏକ ଟ୍ୟୁମର ଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଶିଶୁ କନ୍ୟାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ ।

ନବଜାତ ଶିଶୁକନ୍ୟା ମୁଣ୍ଡରେ 5 କିଲୋର ଟିୟୁମର

ସୁଦର୍ଶନ କଟକ ଯାଇଥିଲେ ବି ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁକୁ ଭର୍ତି କରାଇ ନ ଥିବା ଅଭିଯୋଗ ହୋଇଛି। ସବୁଠୁ ନିରାଶ ହେବାପରେ ସୁଦର୍ଶନ ଶିଶୁ କନ୍ୟାକୁ ଧରି ପୁନଶ୍ଚ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଏଯାଏଁ ଶିଶୁଟିର ଚିକିତ୍ସା କରାଯାଇନି। ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.