ETV Bharat / state

ବାଲେଶ୍ବରରେ ଟ୍ରାଫିକ ନିୟମ କଡାକଡି

author img

By

Published : Dec 1, 2019, 1:56 PM IST

ଆଜିଠାରୁ ବାଲେଶ୍ଵର ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି । ବିଭିନ୍ନ ପୋଷ୍ଟ ମାନଙ୍କରେ ଚେକିଂ ଜୋରଦାର କରାଯାଇଛି ।

TRAFFIC RULE
ବାଲେଶ୍ବରରେ ଟ୍ରାଫିକ ନିୟମ କଡାକଡି

ବାଲେଶ୍ବର: 3ମାସର କୋହଳ ପରେ ପୁଣି ସାରା ରାଜ୍ୟରେ କଡାକଡି ହୋଇଛି ନୂଆ ମୋଟର ଯାନ ଆଇନ । ଚାରିଆଡେ ଚାଲିଛି ଧରପଗଡ । କେବଳ ଜରୁରୀ କାଳୀନ କାଗଜପତ୍ରକୁ ଛାଡି ଦେଲେ ବାକି ସମସ୍ତ ଦିଗ ଉପରେ ପୋଲିସ ରଖିଛି ଧ୍ୟାନ ।

ବାଲେଶ୍ବରରେ ଟ୍ରାଫିକ ନିୟମ କଡାକଡି

ଅନ୍ୟାନ ଜିଲ୍ଲା ପରି ବାଲେଶ୍ବରରେ ମଧ୍ୟ କଡାକଡି ହୋଇଛି ଟ୍ରାଫିକ ନିୟମ । ପ୍ରମୁଖ ଟ୍ରାଫିକ ପୋଷ୍ଟରେ କରାଯାଇଥିଲା ଜୋରଦାର ଚେକିଂ । ହେଲମେଟ, ସିଟବେଲ୍ଟ, ମୋବାଇଲ ଧରି ଗାଡି ଚଲାଇବା ଭଳି ଦିଗରେ ଦୃଷ୍ଟି ଦିଆଯାଇଥଲା । ଏହାସହ ନିୟମ ଖିଲାପକାରୀଙ୍କ ପାଖରୁ ନିର୍ଦ୍ଧାରିତ ଚାଲାଣ କଟାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:3ମାସର କୋହଳ ପରେ ପୁଣି ବାଲେଶ୍ୱରରେ କଡାକଡି ହୋଇଛି ନୂଆ ମୋଟର ଜାନ ଆଇନ। ଆଜିଠାରୁ ବାଲେଶ୍ଵର ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

Body:ଆଜି ବାଲେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ଥାନା ପକ୍ଷରୁ କଡ଼ାକଡ଼ି ଭାବେ ଚେକିଂ କରାଯାଇଛି। ହେଲମେଟ, ସିଟବେଲ୍ଟ, ମୋବାଇଲ ଧରି ଗାଡି ଚଲାଇବା ଭଳି ଦିଗରେ ଦୃଷ୍ଟି ଦିଆଯାଇଥଲା। ଏହାସହ ନିୟମ ଖିଲାପକାରୀଙ୍କ ପାଖରୁ ନିର୍ଦ୍ଧାରିତ ଚାଲାଣ କଟାଯାଇଥିଲା।

Conclusion:ସାଧାରଣ ଲୋକମାନେ ମଧ୍ୟ ଏହି ନିୟମକୁ ସ୍ୱାଗତ କରିଛନ୍ତି।
ବାଇଟ1- ରଞ୍ଜନ ପତି(ବାଲେଶ୍ଵରବାସୀ)
ବାଇଟ2- ପ୍ରଶାନ୍ତ କୁମାର ରଣସିଂ(ଟ୍ରାଫିକ ଥାନା ଏସଆଇ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.