ETV Bharat / state

ଟଙ୍କା ଲୋଭ ସଜାଇଲା ହତ୍ୟାକାରୀ, ପୋଲିସ ହାତରେ ଅଭିଯୁକ୍ତ - murder in nilagiri

ଟଙ୍କା ପାଇଁ ପିଟିପିଟି ଯୁବକଙ୍କୁ ହତ୍ୟା । ବାଲେଶ୍ବର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Sep 10, 2019, 11:59 AM IST

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୀଳଗିରି ପୋଲିସ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମୃତକ ବାବୁରାମର ମାଆ କଟି ସିଂ ବାଲେଶ୍ବର ଜେଲରେ ବିଚାରଧୀନ କଏଦୀ ଥିବାବେଳେ ବୁଧୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ 5 ହଜାର ଟଙ୍କା ଘରକୁ ପଠାଇଥିଲେ । ହେଲେ ଟଙ୍କା କଟି ସିଂଙ୍କ ଘରେ ନଦେଇ ନିଜେ ରଖିଦେଲା ବୁଧୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଏହି ଘଟଣା ଜାଣିବା ପରେ ବାବୁରାମ ବୁଧୁକୁ ଟଙ୍କା ମାଗିଥିଲା । ସେ ଟଙ୍କାଦେବାକୁ ମନା କରିବାରୁ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରି ଉତକ୍ଷିପ୍ତ ହୋଇ ବୁଧୁ ସିଂ ବାବୁରାମ ମୁଣ୍ଡକୁ ପଥରରେ ବାରମ୍ବାର ମାରିଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ ବାବୁରାମ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ବାବୁରାମଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୀଳଗିରି ପୋଲିସ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୃତକ ର ମା କଟି ସିଂ ବାଲେଶ୍ୱର ଜେଲ୍ ରେ ବିଚାରଧୀନ କଏଦୀ ଥିବାବେଳେ ବୁଧୁ ସିଂ ଜରିୟାରେ 5000 ଟଙ୍କା ଘରକୁ ଦେବା ପାଇଁ ଦେଇଥିଲେ। ପରେ ବୁଧୁ ସିଂ କିଛି ନଜଣାଇ ଟଙ୍କା ହଡପ କରିଥିବା ପରେ ଶୁକ୍ରବାର ବାବୁରାମ ବୁଧୁଙ୍କୁ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଉତ୍ୟକ୍ତ ହୋଇ ବୁଧୁ ବାବୁରାମଙ୍କ ମୁଣ୍ଡକୁ ଏକ ପଥରରେ ପିଟି ଦେଇଥିଲେ। ଚିକତ୍ସିତ ଅବସ୍ଥାରେ ବାବୁରାମଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ବାବୁରାମଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.