ETV Bharat / state

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ: 5 କେଜି ପ୍ଲାଷ୍ଟିକ ସହ 5 ଶହ ଫାଇନ

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଥରେ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିବା ବେଳେ ଗୁରୁବାର ବାଲେଶ୍ଵର ପୌରପାଳିକା ପକ୍ଷରୁ ପଲିଥିନ ଦୋକାନ ଉପରେ ଚଢ଼ାଉ କରାଯାଇଛି ।

author img

By

Published : Oct 17, 2019, 4:12 PM IST

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ

ବାଲେଶ୍ବର: ପ୍ଲାଷ୍ଟିକ ଦୋକାନ ଉପରେ ବାଲେଶ୍ଵର ପୌରପାଳିକାର ଚଢ଼ାଉ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଥରେ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିବାବେଳେ ଗୁରୁବାର ବାଲେଶ୍ଵର ପୌରପାଳିକା ପକ୍ଷରୁ ପଲିଥିନ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ

ବାଲେଶ୍ବରର ନୂଆ ବଜାରରେ ଥିବା ପ୍ଲାଷ୍ଟିକ ଦୋକାନରେ ପୌରପାଳିକା ପକ୍ଷରୁ ଚଢ଼ାଉ କରାଯାଇ 5 କେଜି ପ୍ଲାଷ୍ଟିକ ଜବତ କରିବା ସହ 5ଶହ ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି ।

ସରକାରଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏଥିପାଇଁ ପୌରପାଳିକା ପକ୍ଷରୁ ମାଇକ ପ୍ରଚାର କରାଯାଇ ଦୋକାନୀଙ୍କୁ ସଚେତନ କରାଯାଇଥିଲା । ଆଉ ଏବେ ଯେଉଁମାନେ ପ୍ଲାଷ୍ଟିକ ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡିଛି । ଆଗାମୀ ଦିନରେ ସହର ସହ ବିଭିନ୍ନ ୱାର୍ଡରେ ମଧ୍ୟ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିବା ବେଳେ ଆଜି ବାଲେଶ୍ଵର ପୌରପାଳିକା ପକ୍ଷରୁ ପଲିଥିନ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଥିଲା।
ପୌରପାଳିକା ପକ୍ଷରୁ ସହରର ନୂଆ ବଜାରରେ ଥିବା ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ କରାଯାଇ 5କେଜି ପ୍ଲାଷ୍ଟିକ ଜବତ କରିବା ସହ 5ଶହ ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି। ଗାନ୍ଧୀ ଜୟନ୍ତୀ ପାଖରୁ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ଏଥିପାଇଁ ପୌରପାଳିକା ପକ୍ଷରୁ ମାଇକ ପ୍ରଚାର କରାଯାଇ ଦୋକାନିମାନଙ୍କୁ ସଚେତନ କରାଯାଇଥିଲା। ଏହାପରେ ଯେଉଁମାନେ ପ୍ଲାଷ୍ଟିକ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡିଛି। ଆଗାମୀ ଦିନରେ ମଧ୍ୟ ଏମିତି ଚଢ଼ାଉ ସହର ସମେତ ବିଭିନ୍ନ ୱାର୍ଡରେ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.