ETV Bharat / state

ସବରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେଲା ମୋହରୀ ସଂଘ - ମୋହରୀ ସଂଘ ଧାରଣା

ବାଲେଶ୍ୱର ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜମିଜମା ଦଲିଲ ରେଜେଷ୍ଟ୍ରିକୁ ନେଇ ବିଳମ୍ବ ତଥା ଅଚଳାବସ୍ଥାକୁ ନେଇ ମୋହରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ଜିଲ୍ଲାର ସବ୍-ରେଜିଷ୍ଟ୍ରାର ପଦବୀରେ ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇନଥିବା ବେଳେ ଭାରପ୍ରାପ୍ତ ଅଧିକାରୀ ଅଧିକାଂଶ ଦିନ ଛୁଟିରେ ରହୁଥିବା ଯୋଗୁଁ ଏମିତି ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ସବ ରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେଲା ମୋହରୀର ସଂଘ

author img

By

Published : May 3, 2021, 10:02 PM IST

ବାଲେଶ୍ବର: ବାଲେଶ୍ୱର ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜମିଜମା ଦଲିଲ ରେଜେଷ୍ଟ୍ରିକୁ ନେଇ ବିଳମ୍ବ ତଥା ଅଚଳାବସ୍ଥାକୁ ନେଇ ମହୋରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ଜିଲ୍ଲାର ସବ୍-ରେଜିଷ୍ଟ୍ରାର ପଦବୀରେ ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇନଥିବା ବେଳେ ଭାରପ୍ରାପ୍ତ ଅଧିକାରୀ ଅଧିକାଂଶ ଦିନ ଛୁଟିରେ ରହୁଥିବା ଯୋଗୁଁ ଏମିତି ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।

ସବ ରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେଲା ମୋହରୀର ସଂଘ

ଜିଲ୍ଲାର ଦୂରଦୂରାନ୍ତରୁ ବହୁ ମୋହକିଲ ଆସି ସେମାନଙ୍କ ଦଲିଲ ରେଜେଷ୍ଟ୍ରି ପାଇଁ ଖର୍ଚ୍ଚାନ୍ତ ହୋଇ ଗତ ସପ୍ତାହରୁ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କକୁ ଅବଗତ କଲା ପରେ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.