ETV Bharat / state

ନାବାଳିକା ଭାଣିଜିକୁ ବାହା ହେବାକୁ ଆସି ମାମୁଁ ହଟହଟା

author img

By

Published : Sep 27, 2019, 8:05 PM IST

Updated : Sep 27, 2019, 9:17 PM IST

ନାବାଳିକା ଭାଣିଜିକୁ ବିବାହ କରିବାକୁ ଆସି ମାମୁଁ ହଟହଟା ।  ଏହି ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ।  ପରେ ଚାଇଲ୍ଡ ଲାଇନ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନାବାଳିକା ଭାଣିଜିକୁ ବିବାହ କରିବାକୁ ଆସି ମାମୁଁ ହଟହଟା । ଏହି ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ। ସୋର ଥାନା ବେଲଦା ଗାଁରୁ ନାବାଳିକା ଭାଣିଜିକୁ ସୋର ବ୍ଲକ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାମୁତାବକ, ଉକ୍ତ ନାବାଳିକାଙ୍କୁ ଆଗରପଡା ତକରାପାଢୀ ଅଞ୍ଚଳର ଯୁବକ ବୁବୁନ ସାହୁ ପ୍ରେମ କରୁଥିଲେ । ନାବାଳିକା ପ୍ରେମିକାକୁ ନେଇ ବୁବୁନ ଫେରାର ହୋଇଯାଇଥିଲେ । ତେବେ ଖଇରା ପୋଲିସ ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ। ଏହାପରେ ନାବାଳିକାର ବାପା ଘରେ ନଥିବା ବେଳେ ଝିଅର ମା ଉଭୟଙ୍କ ବାହାଘର ପାଇଁ ମନ୍ଦିରରେ ଆୟୋଜନ କରିଥିଲେ। ହେଲେ ଠିକ ସମୟରେ ସବୁକିଛି ଅଟକି ଯାଇଥିଲା। ଖବରପାଇ ଖଇରା ଚାଇଲ୍ଡ ଲାଇନ ସେମାନଙ୍କୁ ଉଦ୍ଧାର କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନାବାଳିକା ଭାଣିଜିକୁ ବିବାହ କରିବାକୁ ଆସି ମାମୁଁ ହଟହଟା ହୋଇଥିବା ଜଣାପଡିଛି। ଏମିତି ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ।

ସୋର ଥାନା ବେଲଦା ଗ୍ରାମରୁ ନାବାଳିକା ଭାଣିଜୀକୁ ସୋର ବ୍ଲକ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି। ଗ୍ରାମର ଜଣେ ନାବାଳିକାଙ୍କୁ ଆଗରପଡା ତକରାପାଢୀ ଅଞ୍ଚଳର ଯୁବକ ବୁବୁନ ସାହୁ ପ୍ରେମ କରୁଥିଲେ। ନାବାଳିକା ପ୍ରେମିକାକୁ ନେଇ ବୁବୁନ ଫେରାର ହୋଇଯାଇଥିଲେ। ଖଇରା ପୋଲିସ ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ। ନାବାଳିକାର ବାପା ଘରେ ନଥିବା ବେଳେ ଝିଅର ମା ଉଭୟଙ୍କ ବାହାଘର ପାଇଁ ମନ୍ଦିରରେ ଆୟୋଜନ କରିଥିଲେ। ହେଲେ ଠିକ ସମୟରେ ସବୁକିଛି ଅଟକି ଯାଇଥିଲା। ଖଇରା ଚାଇଲଡ଼ ଲାଇନ ସେମାନଙ୍କୁ ଉଧାର କରିଥିଲା। Conclusion:
Last Updated : Sep 27, 2019, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.