ETV Bharat / state

ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ଆକ୍ରମଣ, ଥାନାରେ ଏତଲା - ବାଲେଶ୍ଵର ଖଣି ମାଫିଆଙ୍କ ଆକ୍ରମଣ

ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ବେହେରାଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ଖଣି ମାଫିଆଙ୍କ ଆକ୍ରମଣ, ଥାନାରେ ଏତଲା

author img

By

Published : Jul 30, 2021, 10:37 PM IST

ବାଲେଶ୍ଵର: ଜିଲ୍ଲାର ଖଇରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ବେହେରାଙ୍କୁ ଖଣି ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଖଇରା ତହସିଲଦାର ଏକ ପଥର ବୋଝେଇ ଟ୍ରକ ଜବତ କରି ଆଣୁଥିବା ବେଳେ ସାମ୍ବାଦିକ କୈଳାସ ଚନ୍ଦ୍ର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହାକୁ ନେଇ ଖଣି ମାଫିଆମାନେ ଉତ୍ୟକ୍ତ ହୋଇ ବେଲ୍‌ଚାରେ ସାମ୍ବାଦିକ ବେହେରାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ପେଟ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏହାକୁ ନେଇ ଖଇରା ଅଞ୍ଚଳର ସାମ୍ବାଦିକ ମାନେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.