ETV Bharat / state

ରାସ୍ତା ମରାମତି ଦାବି କଲା ଭଏସ ଅଫ୍ ବାଲେଶ୍ଵର

ରାସ୍ତା ମରାମତି ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଭଏସ ଅଫ ବାଲେଶ୍ବରର ସଦସ୍ୟ। ଅଧିକ ପଢନ୍ତୁ...

author img

By

Published : Dec 2, 2020, 9:03 PM IST

Updated : Dec 2, 2020, 10:11 PM IST

members of Voice of baleswar demand for Road repairs
ରାସ୍ତା ମରାମତି ଦାବି କଲା ଭଏସ ଅଫ ବାଲେଶ୍ଵର

ବାଲେଶ୍ବର: ରାସ୍ତା ମରାମତି ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଭଏସ ଅଫ ବାଲେଶ୍ବରର ସଦସ୍ୟ। ମ୍ୟୁନିସିପାଲିଟିର ୱାର୍ଡ ନଂ 28 ଓ 29 ଅଧିନରେ ଥିବା ଗୋପାଳଗାଁ ସ୍ଥିତ ଖାଦିମ୍ସ ସୋରୁମ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ରହିଛି ।

ରାସ୍ତା ମରାମତି ଦାବି କଲା ଭଏସ ଅଫ୍ ବାଲେଶ୍ଵର

ଏହି ରାସ୍ତାର ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ହୋଇ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଏଯାଏଁ କାମ ଆରମ୍ଭ ହୋଇନାହିଁ। ଯାହାଦ୍ବାରା ଆମ୍ବୁଲାନ୍ସ ଯିବା ଆସିବା ଓ ସାଧାରଣ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି।

ଏ ଦିଗରେ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Dec 2, 2020, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.