ETV Bharat / state

ବାଲୁକା କଳାରେ ମହାବାହୁ

ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଳନକୁ ନେଇ ସୁପ୍ରିମକୋର୍ଟ କଟକଣା ଜାରି କରିବା ପରେ ବାଲେଶ୍ବରରେ ପବିତ୍ର ଘୋଷଯାତ୍ରା ଅବସରରେ ଜଣେ ବାଲୁକା ଶିଳ୍ପୀ ବାଲୁକା କଳାରେ ମହାବାହୁ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 23, 2020, 4:01 PM IST

mahaprabhu-sand-art-in-balasor
ବାଲୁକା କଳାରେ ମହାବାହୁ

ବାଲେଶ୍ବର: ବାଲୁକା କଳାରେ ମହାବାହୁ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଳନକୁ ନେଇ ସୁପ୍ରିମକୋର୍ଟ କଟକଣା ଜାରି କରିବା ପରେ ବାଲେଶ୍ବରରେ ପବିତ୍ର ଘୋଷଯାତ୍ରା ଅବସରରେ ଜଣେ ବାଲୁକା ଶିଳ୍ପୀ ବାଲୁକାକଳା ମଧ୍ୟମରେ ମହାପ୍ରଭୁଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି ।

ବାଲୁକା କଳାରେ ମହାବାହୁ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଚଷାଖଣ୍ଡ ଗୋସେଇଁପାଟଣା ଗ୍ରାମର ଶିଳ୍ପୀ ଅରୁଣ ବାରିକ ବାଲୁକା କଳାରେ ସୁନ୍ଦର ଭାବେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶନ କରିଛନ୍ତି । ପ୍ରତିବର୍ଷ ରଥଯାତ୍ରାରେ ଅରୁଣ ଏମିତି ବାଲୁକା କଳା ପ୍ରଦର୍ଶନ କରିଥାନ୍ତି । ଏମିତିକି ବାହୁଡା ଯାତ୍ରା ଯାଏ ବାଲୁକା କଳାରେ ମହାପ୍ରଭୁଙ୍କ 9 ପ୍ରକାର ବେଶ କରିଥାନ୍ତି । ଏହି କାର୍ଯ୍ୟରେ ପ୍ରଦ୍ୟୁମ୍ନ ବାରିକ ଓ ହିମାଂଶୁ ବୈଠା ଅରୁଣଙ୍କୁ ସହଯୋଗ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.