ETV Bharat / state

ଦାୟିତ୍ବ ଗ୍ରହଣ କଲେ ନୂଆ ଜିଲ୍ଲାପାଳ

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ସୋମବାର ଦାୟିତ୍ବ ନେଇଛନ୍ତି ।

author img

By

Published : Jul 16, 2019, 2:27 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ସୋମବାର ନୂତନ ଜିଲ୍ଲାପାଳ ଭାବେ ଜିଲ୍ଲାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି କେ. ସୁଦର୍ଶନ ଚକ୍ରବର୍ତ୍ତୀ । ପୂର୍ବରୁ ରମେଶ ଚନ୍ଦ୍ର ରାଉତ ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଗତ 22 ଜୁନରେ ତାଙ୍କର ବଦଳି ହୋଇଥିଲା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ତେବେ ଜିଲ୍ଲାରେ 22 ଦିନ ଧରି ଜିଲ୍ଲାପାଳ ଭାବେ ଏଡିଏମ ସମ୍ବିତ ନାୟକ ଦାୟିତ୍ବ ଭାର ସମ୍ଭାଳିଥିବା ବେଳେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅପରାହ୍ନ 4 ଟା ବେଳେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟଳୟ ରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପୂର୍ବରୁ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୋରାପୁଟ ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

କାର୍ଯ୍ୟରେ ଯୋଗ ଦେବା ପରେ ଚକ୍ରବର୍ତ୍ତୀ ପ୍ରଥମେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ସୁବିଧା ,ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ ଇଟିଭି ଭାରତ

Intro:ବାଲେଶ୍ୱର ରେ ଆଜି ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଦେଲେ କେ .ସୁଦର୍ଶନ ଚକ୍ରବର୍ତ୍ତୀ ।ପୂର୍ବରୁ ରମେଶ ଚନ୍ଦ୍ର ରାଉତ ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଗତ 22 ଜୁନ ରେ ତାଙ୍କ ର ବଦଳି ହୋଇଥିଲା।

Body:ତେବେ ଜିଲ୍ଲାରେ 22 ଦିନ ଧରି ଜିଲ୍ଲାପାଳ ଭାବେ ଏଡିଏମ ସମ୍ବିତ ନାୟକ ଭାର ସମ୍ଭାଳିଥିଲେ। କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅପରାହ୍ନ 4 ଟା ବେଳେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗ ଦାନ ପରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟଳୟ ରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପୂର୍ବରୁ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୋରାପୁଟ ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଆଜି କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଥମେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ସାମ୍ବାଦିକ ମାନଙ୍କ ସହ ଜିଲ୍ଲା ର ବିଭିନ୍ନ ସୁବିଧା ,ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ 22 ଦିନର ବ୍ୟବଧାନ ପରେ ବାଲେଶ୍ୱରରେ ଜିଲ୍ଲାପାଳଙ୍କ ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.