ETV Bharat / state

ବାଲେଶ୍ଵର ଆସିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ - jagatguru sankarachrjya visit to balasore

ଆସନ୍ତା 20ରେ ବାଲେଶ୍ବର ଆସିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏକ ଧର୍ମସଭାରେ ଦିବ୍ୟାମୃତ ଆଶିବଚନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 14, 2019, 12:36 PM IST

ବାଲେଶ୍ବର: ଆସନ୍ତା 20ରେ ବାଲେଶ୍ବର ଆସୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଭୋଗରାଇ ମହାଯଜ୍ଞରେ ଯୋଗଦେବେ ଜଗତଗୁରୁ । ଏଥିସହ ଧର୍ମସଭା ମାଧ୍ୟମରେ ଦିବ୍ୟାମୃତ ଆଶିବଚନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭୋଗରାଇ ହେଲିପ୍ୟାଡ ପଡିଆରେ ମହାଯଜ୍ଞ ଆୟୋଜିତ ହେବ । ଏହି ଯଜ୍ଞ 18 ତାରିଖରୁ ଆରମ୍ଭ ହେଉଥିବାବେଳେ 20ରେ ଶଙ୍କରାଚାର୍ଯ୍ୟ ଯୋଗଦାନ କରିବେ । ଏନେଇ ଭୋଗରାଇ ଶ୍ରୀମଦ ଜଗତଗୁରୁ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରଚାର୍ଯ୍ୟଙ୍କ ଆଗମନ ସମ୍ପର୍କରେ ସୂଚନା ଦିଆଯାଇଛି ।

ଏଥିରେ ସମିତିର ରାଜ୍ୟ ପ୍ରଭାରୀ ପଣ୍ଡିତ ରୋହିତ କୁମାର ଦାସ, ରଘୁନାଥ ମହାନ୍ତି, ମହେଶ ସାହୁ ଓ ସୌରରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଆସୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଆସନ୍ତା 20 ତାରିଖ ବାଲେଶ୍ଵର ଜିଲ୍ଲା ଭୋଗରାଇ ଆଗମନ କରିବେ ଜଗତଗୁରୁ। ଭୋଗରାଇ ହେଳିପେଡ ପଡ଼ିଆରେ ଆୟୋଜିତ ମହାଯଜ୍ଞରେ ଯୋଗଦେବେ ଜଗତଗୁରୁ। ଏହାସହ ଧର୍ମସଭା ମାଧ୍ୟମରେ ଦିବ୍ୟାମୃତ ଆଶିବଚନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ମହାଯଜ୍ଞ 18 ତାରିଖରୁ ଆରମ୍ଭ ହେଉଥିବା ବେଳେ 20ରେ ଶଙ୍କରାଚାର୍ଯ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଭୋଗରାଇ ଶ୍ରୀମଦ ଜଗତଗୁରୁ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟଙ୍କ ଆଗମନ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ସମିତିର ରାଜ୍ୟ ପ୍ରଭାରୀ ପଣ୍ଡିତ ରୋହିତ କୁମାର ଦାସ, ରଘୁନାଥ ମହାନ୍ତି, ମହେଶ ସାହୁ, ସୈରିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.