ETV Bharat / state

ବାଲେଶ୍ବରରେ ବେଆଇନ ମଦ ବିକ୍ରି ଅଭିଯୋଗ, ବାର ମାଲିକ ଗିରଫ - ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌

କୋଭିଡ ଗାଇଡ଼ ଲାଇନ ଉଲଙ୍ଘନ କରି ମଦ ବିକ୍ରି କରୁଥିବା ବେଳେ ମଦ ବାର ଉପରେ ଚଢାଉ କରିଛି ପୋଲିସ । ବାର ମାଲିକଙ୍କୁ ଗିରଫ କରିବା ସହ ଫାଇନ ମଧ୍ୟ ଆଦାୟ କରିଛି ଜଳେଶ୍ବର ଥାନା ପୋଲିସ ।

illegal liquor business in balesore, government rule violation in balesore, balesore latest news, raid on bar in balesore, ବାଲେଶ୍ବରରେ ବେଆଇନ ମଦ ବିକ୍ରି, ବାଲେଶ୍ବରରେ ସରକାରୀ ନିୟମ ଉଲଙ୍ଘନ, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ବାର ଉପରେ ପୋଲିସ ଚଢାଉ
ବାଲେଶ୍ବରରେ ବେଆଇନ ମଦ ବିକ୍ରି ଅଭିଯୋଗ, ବାର ମାଲିକ ଗିରଫ
author img

By

Published : Jun 9, 2020, 9:14 AM IST

ବାଲେଶ୍ବର: କୋଭିଡ ଗାଇଡ଼ ଲାଇନ ଉଲଙ୍ଘନ କରି ମଦ ବିକ୍ରି କରୁଥିବା ବେଳେ ମଦ ବାର ଉପରେ ଚଢାଉ କରିଛି ପୋଲିସ । ବାର ମାଲିକଙ୍କୁ ଗିରଫ କରିବା ସହ ଫାଇନ ମଧ୍ୟ ଆଦାୟ କରିଛି ଜଳେଶ୍ବର ଥାନା ପୋଲିସ । ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳର । ଏଠାରେ ଥିବା ଶାନ୍ତି ନାମକ ଏକ ବାର ସରକାରୀ ନିୟମ ମୁତାବକ ଅନଲାଇନ ମଦ ବିକ୍ରି ନକରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।

ବାଲେଶ୍ବରରେ ବେଆଇନ ମଦ ବିକ୍ରି ଅଭିଯୋଗ, ବାର ମାଲିକ ଗିରଫ

ବେଆଇନ ଭାବେ ଅଫଲାଇନ ମଦ ବିକ୍ରି ସମ୍ପର୍କରେ ଜଳେଶ୍ବର ଥାନା ପୋଲିସ ଖବର ପାଇ ବାର ଉପରେ ଅତର୍କିତ ଚଢାଉ କରିଥିଲା । ଚଢାଉରେ ବାର ମାଲିକଙ୍କୁ ଗିରଫ କରାଯିବା ସହ 14 ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ଏଥିସହ ବାରରେ ମଦ ଷ୍ଟକ ଦେଖିବା ପରେ ସିଲ କରାଯିବା ନେଇ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.