ETV Bharat / state

ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି: ମାନସ ଦତ୍ତ

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ 3 ପ୍ରମୁଖ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି । ଇତିମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଉ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାର ଲକ୍ଷ୍ୟ ନେଇ ପ୍ରଚାର ଆରମ୍ଭ କରିଥିବା ମାନସ ପ୍ରତି ସ୍ତରର ଲୋକଙ୍କୁ ଭେଟିଛନ୍ତି ।

author img

By

Published : Oct 13, 2020, 4:57 PM IST

ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି; ମାନସ ଦତ୍ତ

ବାଲେଶ୍ବର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ 3 ପ୍ରମୁଖ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି । ଇତିମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ତେବେ ସେ ପ୍ରଚାରର ମୁଖ୍ୟ ଆୟୁଧ ଲୋକସମ୍ପର୍କକୁ ରଖିଛନ୍ତି । ଆଉ ତୃଣମୂଳ ସ୍ତରର ଭୋଟରଙ୍କୁ ଟାର୍ଗେଟ ରଖିଛନ୍ତି ।

ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ମାନସ ସର୍ବ କନିଷ୍ଠ ହୋଇଥିବା ବେଳେ ଯୁବଗୋଷ୍ଠୀଙ୍କ ସମର୍ଥନ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହାସହ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାର ଲକ୍ଷ୍ୟ ନେଇ ପ୍ରଚାର ଆରମ୍ଭ କରିଥିବା ମାନସ ପ୍ରତି ସ୍ତରର ଲୋକଙ୍କୁ ଭେଟିଛନ୍ତି । ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରତି ଲୋକଙ୍କର ଯେଉଁ ଭଲ ପାଇବା ଥିଲା ତାହାକୁ ପାଥେୟ କରି ଭୋଟ ହାତେଇବା ପାଇଁ ମାନସ ପ୍ରୟାସ ଜାରି ରଖିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.