ETV Bharat / state

କୁଲଡିହା ରେଞ୍ଜରୁ ଶିକାରୀ ଗିରଫ, 2ଟି ବନ୍ଧୁକ ଜବତ

କୁଲଡିହା ବନବିଭାଗ ବାବନ୍ଧ ବିଟ ହାଉସ ଅଧିନସ୍ଥ ଡେଉଞ୍ଚ ଘାଟି ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀ ସହ ବନ୍ଧୁକ ଜବତ କରିଛି । ଅଧିକ ପଢନ୍ତୁ...

author img

By

Published : Mar 23, 2020, 7:03 PM IST

Hunter arrested from Kuldiha range, 2 guns seized
କୁଲଡିହା ରେଞ୍ଜରୁ ଶିକାରୀ ଗିରଫ, 2ଟି ବନ୍ଧୁକ ଜବତ

ବାଲେଶ୍ବର: ଜିଲ୍ଲାର କୁଲଡିହା ରେଞ୍ଜ ଅଞ୍ଚଳରୁ ଜଣେ ଶିକାରୀ ସହ ବନ୍ଧୁକ ଜବତ କରିଛି ବନବିଭାଗ। ଗିରଫ ଶିକାରୀ ଜଣକ ହେଲେ ପବନା ସିଂ ।

ସୂଚନାଯୋଗ୍ୟ, କୁଲଡିହା ବନବିଭାଗ ବାବନ୍ଧ ବିଟ ହାଉସ ଅଧିନସ୍ଥ ଡେଉଞ୍ଚ ଘାଟି ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିଭାଗ ପବନାକୁ ଗିରଫ କରିବା ସହ ତା' ନିକଟରୁ 2ଟି ବନ୍ଧୁକ ଜବତ କରିଛି । ତେବେ ଅନ୍ୟ ଶିକାରୀମାନେ ଫେରାର ଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.