ETV Bharat / state

ବାଲେଶ୍ଵର ମେଡିକାଲ ପରିଦର୍ଶନ କଲେ ସଂଯୋଜକ

author img

By

Published : Nov 23, 2019, 4:52 AM IST

ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସଂଯୋଜକ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ସତ୍ୟରଞ୍ଜନ ସେଠୀ । ଅଧିକ ଖବର ପଢନ୍ତୁ...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସଂଯୋଜକ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ସତ୍ୟରଞ୍ଜନ ସେଠୀ । ଶୁକ୍ରବାର ଅପରାହ୍ନରେ ମେଡିକାଲରେ ପହଞ୍ଚି ପ୍ରଥମେ ମେଡିକାଲ କଲେଜ ଜିଲ୍ଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ହସ୍ପିଟାଲର ପଞ୍ଜିକରଣ କେନ୍ଦ୍ର, କାଜୁଆଲିଟି, ନିରାମୟ କେନ୍ଦ୍ର, ଟ୍ରମା ସେଣ୍ଟର ଆଦି ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀମାନଙ୍କ ସହ ସ୍ବାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

5ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ହେବାପାଇଁ ଯୋଜନା ଚାଲିଥିବା ବେଳେ ମେଡିକାଲ କଲେଜରେ ତୃତୀୟ ବର୍ଷ ଆଡ଼ମିସନ ପାଇଁ ଭିତ୍ତିଭୂମିରେ ଯାହା ଆବଶ୍ୟକତା ରହିଛି ସେ ଦିଗରେ ଧ୍ୟାନ ଦେଇଥିଲେ ମେଡିକାଲ ସଂଯୋଜକ । ଏହାପରେ ରେମୁଣା ସ୍ଥିତ ମେଡିକାଲ କଲେଜରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ସଂଯୋଜକ ପ୍ରଦୀପ୍ତ ମହାପାତ୍ର ନିରାମୟ କେନ୍ଦ୍ରରେ ବାହାରିବା ବେଳେ କିଛି ରୋଗୀ ତାଙ୍କୁ ଘେରି ଡାକ୍ତରଖାନାରେ ଔଷଧ ମିଳୁନଥିବା, ଡାକ୍ତର ବାହାରର ମେଡ଼ିସିନ ଲେଖୁଥିବା ଓ ଅଧିକାଂଶ ଜରୁରୀ ମେଡ଼ିସିନ ପାଇଁ ବାହାରକୁ ପଠାଉଥିବା ଅଭିଯୋଗ କରିଥିଲେ।

ସେହିପରି ଡାକ୍ତରଖାନାରେ ଥାଲେସେମିଆ ରୋଗୀଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଉଥିବା ନେଇ ପୂର୍ବରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ସଂଯୋଜକଙ୍କୁ ପଚାରିବାରୁ, ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆଜି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସଂଯୋଜକ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ସତ୍ୟରଞ୍ଜନ ସେଠି।

Body:ଅପରାହ୍ନରେ ମେଡିକାଲରେ ପହଞ୍ଚି ପ୍ରଥମେ ମେଡିକାଲ କଲେଜ ଜିଲ୍ଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହାପରେ ହସ୍ପିଟାଲର ପଞ୍ଜିକରଣ କେନ୍ଦ୍ର, କାଜୁଆଲିଟି, ନିରାମୟ କେନ୍ଦ୍ର, ଟ୍ରମା ସେଣ୍ଟର ଆଦି ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଥିଲେ। 5ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ହେବାପାଇଁ ଯୋଜନା ଚାଲିଥିବା ବେଳେ ମେଡିକାଲ କଲେଜ ରେ ତୃତୀୟ ବର୍ଷ ଆଡ଼ମିଶନ ପାଇଁ ଭିତ୍ତି ଭୂମିରେ ଯାହା ଆଵଶ୍ୟକତା ରହିଛି ସେ ଦିଗରେ ଧ୍ୟାନ ଦେଇଥିଲେ। ଏହାପରେ ରେମୁଣା ସ୍ଥିତ ମେଡିକାଲ କଲେଜରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

Conclusion:ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଂଯୋଜକ ପ୍ରଦୀପ୍ତ ମହାପାତ୍ର ନିରାମୟ କେନ୍ଦ୍ରରେ ବାହାରିବା ବେଳେ କିଛି ରୋଗୀ ତାଙ୍କୁ ଘେରି ଡାକ୍ତରଖାନାରେ ଔଷଧ ମିଳୁ ନଥିବା, ଡାକ୍ତର ବାହାରର ମେଡ଼ିସିନ ଲେଖୁଥିବା ଓ ଅଧିକାଂଶ ଜରୁରୀ ମେଡ଼ିସିନ ପାଇଁ ବାହାରକୁ ପଠାଉଥିବା ଅଭିଯୋଗ କରିଥିଲେ। ସେହିପରି ଡାକ୍ତରଖାନାରେ ଥାଲେସେମିଆ ରୋଗୀଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଉଥିବା ନେଇ ପୂର୍ବରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ, ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବାଇଟ- ପ୍ରଦୀପ୍ତ ମହାପାତ୍ର(ଏଫଏମ ମେଡିକାଲ କଲେଜ ସଂଯୋଜକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.