ETV Bharat / state

ଚାଷୀ ଅସନ୍ତୋଷ; ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ - ବାଲେଶ୍ବରରେ ଚାଷୀ ଅସନ୍ତୋଷ

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଡିହା ସେବା ସମବାୟ ସମିତିରେ ମିଲର ମାନେ ମନଇଚ୍ଛା କୁଇଣ୍ଟାଲ ପିଛା 10 ରୁ 11କେଜି ଧାନ କାଟୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଦେଖାଦେଇଛି ଆନ୍ଦୋଳନ ।

farmer protest in balsore
ଚାଷୀ ଅସନ୍ତୋଷ; ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ
author img

By

Published : Jan 24, 2020, 8:51 PM IST

ବାଲେଶ୍ବର: ଧାନ କିଣାରେ ଅନିୟମିତତାକୁ ନେଇ ଚାଷୀ ଅସନ୍ତୋଷ । ରାସ୍ତାରେ ଧାନ ପକାଇ କ୍ରୋଧ ଜାହିର କଲେ ଚାଷୀ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଚାଷୀ ଅସନ୍ତୋଷ; ରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ

ବାଉଁଶଡିହା ସେବା ସମବାୟ ସମିତିରେ ମିଲର ମାନେ ମନଇଚ୍ଛା କୁଇଣ୍ଟାଲ ପିଛା 10 ରୁ 11 କେଜି ଧାନ କାଟୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବାଉଁଶଡିହା ଠାରେ ଧାନ ବସ୍ତା ପକାଇ ଜଳେଶ୍ବର - ଚନ୍ଦନେଶ୍ବର ରାସ୍ତାକୁ ଚାରି ଘଣ୍ଟା ଧରି ଅବରୋଧ କରିଥିଲେ।

ସରକାର ନିୟମ ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଠାରୁ ଧାନ କିଣାରେ କାଟଛାଟ ହେବ ନାହିଁ ବୋଲି ନିର୍ଦ୍ଦେଶ ଥିବା ବେଳେ ମିଲର ମାଲିକମାନେ ମନଇଛା ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସରକାରୀ ମଣ୍ଡି ରେ ଧାନ କିଣାର ଅନିୟମିତତା କୁ ନେଇ ଚାଷୀମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଡିହା ସେବାସମବାୟ ସମିତିରେ ମିଲର ମାନେ ମନଇଚ୍ଛା କୁଇଣ୍ଟାଲ ପିଛା 10 ରୁ 11 kg ଧାନ କାଟୁଥିବା ଚାଷିମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବାଉଁଶଡିହା ଠାରେ ଧାନ ବସ୍ତା ପକାଇ ଜଳେଶ୍ୱର - ଚନ୍ଦନେଶ୍ୱର ରାସ୍ତାକୁ ଚାରି ଘଣ୍ଟା ଧରି ଅବରୋଧ କରିଥିଲେ। ସରକାର ନିୟମ ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଠାରୁ ଧାନ କିଣାରେ କାଟଛାଟ ହେବ ନାହିଁ ବୋଲି ନିର୍ଦ୍ଦେଶ ଥିବା ବେଳେ ମିଲର ମାଲିକମାନେ ମନଇଛା ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.