ETV Bharat / state

ବିପୁଳ ଦେଶୀ-ବିଦେଶୀ ମଦ ଜବତ, 5 ଗିରଫ - excise department raid in balasore

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଭୋଗରାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 2, 2019, 8:41 PM IST

Updated : Aug 2, 2019, 10:06 PM IST

ବାଲେଶ୍ଵର: ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଭୋଗରାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରାଯାଇଛି । ଏଥିରେ ୩ ଜଣ ମହିଳା ଓ ୨ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ଦିନକୁ ଦିନ ଭୋଗରାଇ ଥାନା ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଉଛି । ଆଜି ସକାଳେ ଚବାଲେଶ୍ଵର ଅବକାରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ବର ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣାଙ୍କ ନେତୃତ୍ବରେ ଭୋଗରାଇ ଅଞ୍ଚଳରେ ଚଢାଉ କରାଯାଇଥିଲା ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଭୋଗରାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏଥିସହିତ ୩ ଜଣମହିଳା ଓ ୨ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଭୋଗରାଇ ଥାନା ଅଞ୍ଚଳ ରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭାଗ ପକ୍ଷରୁ ଆଜି ସକାଳେ ବାଲେଶ୍ୱର ଅବକାରୀ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣାଙ୍କ ନେତୃତ୍ବରେ ଭୋଗରାଇ ଅଞ୍ଚଳରେ ଚଢାଉ କରାଯାଇଥିଲା ।Conclusion:
Last Updated : Aug 2, 2019, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.