ETV Bharat / state

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇପିଏଫ ପେନସନ ଭୋଗୀଙ୍କ ବିକ୍ଷୋଭ

author img

By

Published : Feb 11, 2020, 1:55 PM IST

ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇପିଏଫ ପେନସନ ଭୋଗୀମାନେ ପେନସନ ବୃଦ୍ଧି, ମହଙ୍ଗା ଭତ୍ତା, ସରକାରୀ ଯୋଜନାରେ ସ୍ବାସ୍ଥ୍ୟସେବା ଆଦି ଦାବି ଗୁଡିକ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

epf-pension-employee-protest-in-front-of-balesor-collectorate-office
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇପିଏଫ ପେନସନ ଭୋଗୀଙ୍କ ବିକ୍ଷୋଭ

ବାଲେଶ୍ଵର: ଇପିଏଫ ପେନସନ ଭୋଗୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ଇପିଏଫ ପେନସନ ଭୋଗୀମାନେ 4 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବାଲେଶ୍ବରର ଫକୀର ମୋହନ ଗୋଲେଇ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଇପିଏଫ ପେନସନ ଭୋଗୀମାନେ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ମାସିକ ସର୍ବନିମ୍ନ 9000 ଟଙ୍କା ପେନସନ, ମାସିକ ବେତନ ଅନୁପାତରେ ପେନସନ, ମହଙ୍ଗା ଭତ୍ତା, ସରକାରୀ ଯୋଜନାରେ ସ୍ବାସ୍ଥ୍ୟସେବା ଭଳି ପ୍ରମୁଖ ଦାବି ରହିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ଇପିଏଫ ପେନସନ ଭୋଗୀମାନେ 4 ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଫକୀର ମୋହନ ଗୋଲେଇ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଇପିଏଫ ପେନସନ ଭୋଗୀମାନେ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାସିକ ସର୍ବନିମ୍ନ 9 ହଜାର ଟଙ୍କା ପେନସନ, ମାସିକ ବେତନ ଅନୁପାତରେ ପେନସନ, ମହଙ୍ଗା ଭତ୍ତା, ସରକାରୀ ଯୋଜନାରେ ସ୍ବାସ୍ଥ୍ୟସେବା ଭଳି ପ୍ରମୁଖ ଦାବି ହୋଇଥିଲା। Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.