ETV Bharat / state

ଭିଜିଲାନ୍ସ ଜାଲରେ ସରକାରୀ ବାବୁ - ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Oct 19, 2019, 8:45 PM IST

ବାଲେଶ୍ବର: ଗିରଫ ହେଲେ ବାଲେଶ୍ବରର କୋଟିପତି ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପଣ୍ଡା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପଣ୍ଡାଙ୍କ ଘର ସମେତ 7ଟି ଜାଗାରେ ଚଢ଼ାଉ କରିଥିଲା । ଚଢାଉ ପରେ ତାଙ୍କୁ ଶନିବାର ଗିରଫ କରାଯାଇଛି । ଗିରଫ ପରେ ମେଡିକାଲ ପରୀକ୍ଷା କରାଯାଇ ହେପାଜତକୁ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ 16 ଲକ୍ଷ ଟଙ୍କାର ସୁନା ସହ 2କୋଟି 8 ଲକ୍ଷ 81ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । ଯାହା ଆୟବର୍ହିଭୂତ ବୋଲି ଭିଜିଲାନ୍ସ କହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଗିରଫ ହେଲେ ବାଲେଶ୍ୱରର କୋଟି ପତି ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପଣ୍ଡା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଶ୍ରୀ ପଣ୍ଡାଙ୍କ ଘର ସମେତ 7ଟି ଜାଗାରେ ଚଢ଼ାଉ କରିଥିଲା। ଯନ୍ତ୍ରୀ ଙ୍କ ଠାରୁ 16 ଲକ୍ଷ ଟଙ୍କାର ସୁନା ସହ 2 କୋଟି 8 ଲକ୍ଷ 81 ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଆକଳନ କରିଥିଲା ଭିଜିଲାନ୍ସ। ସରକାରୀ ବାବୁଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି ଠୁଳ ନେଇ ଆଜି ଭିଜିଲାନ୍ସ ଯନ୍ତ୍ରୀଙ୍କୁ ଗିରଫ କରିଛି। ମେଡିକାଲ ପରୀକ୍ଷା କରାଇବା ପରେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ହେପାଯତକୁ ନେଇଥିବା ଜଣାପଡିଛି।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.