ETV Bharat / state

ଆନ୍ଦୋଳନରେ ବିଦ୍ୟୁତ କର୍ମଚାରୀ, ପୋଡିଲେ ନେସ୍କୋ ଏଓଙ୍କ କୁଶପୁତ୍ତଳିକା - ନେସ୍କୋ ଏଓଙ୍କ କୁଶପୁତ୍ତଳିକା ଦାହ

ବାଲେଶ୍ବର ଜିଲ୍ଲା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ମିଳିତ ମଞ୍ଚ ପକ୍ଷରୁ 9 ଦଫା ଦାବି ନେଇ ଗଣଧାରଣା। ଧାରଣା ସ୍ଥଳରେ ଏଓଙ୍କ କୁଶପୁତ୍ତଳିକାକୁ ମଧ୍ୟ ଦାହ କରାଯାଇଥିଲା।

NESCO effigy burnt in balesore
ବିଦ୍ୟୁତ କର୍ମଚାରୀଙ୍କ ଗଣଧାରଣା, ନେସ୍କୋ ଏଓଙ୍କ କୁଶପୁତ୍ତଳିକା ଦାହ
author img

By

Published : Nov 29, 2019, 5:55 PM IST

ବାଲେଶ୍ବର: ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ମିଳିତ ମଞ୍ଚ ପକ୍ଷରୁ 9 ଦଫା ଦାବି ନେଇ ଜାରି ରହିଛି ଗଣଧାରଣା । ଏହି ଧାରଣା କ୍ରମେ ଦାବି ପୂରଣ ନହେଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଗାମୀ 16 ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ ବୋଲି କୁହାଯାଇଛି।

ବିଦ୍ୟୁତ କର୍ମଚାରୀଙ୍କ ଗଣଧାରଣା, ନେସ୍କୋ ଏଓଙ୍କ କୁଶପୁତ୍ତଳିକା ଦାହ

ସୂଚନା ଅନୂସାରେ ଗତ 25 ତାରିଖରୁ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ଗ୍ରାହକ ଅନୁସାରେ କର୍ମଚାରୀ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ବର୍ଦ୍ଧିତ ଦରମାର ବକେୟା ରାଶି ପ୍ରଦାନ, ଘର ଭଡା ଓ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବାପାଇଁ ଦାବିରେ ଧାରଣା ଦିଆଯାଇଛି। ଆଜି ଧାରଣା ସ୍ଥଳରେ ଏଓଙ୍କ କୁଶପୁତ୍ତଳିକାକୁ ମଧ୍ୟ ଦାହ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

Intro:Body:ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ମିଳିତମଞ୍ଚ ପକ୍ଷରୁ 9 ଦଫା ଦାବି ନେଇ ହୋଇଥିବା ଗଣଧାରଣାରେ ଦାବି ପୂରଣ ନହେଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଗାମୀ 16 ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ ବୋଲି କୁହାଯାଇଛି। ଗତ 25 ତାରିଖରୁ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ଗ୍ରାହକ ଅନୁସାରେ କର୍ମଚାରୀ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ବର୍ଦ୍ଧିତ ଦରମାର ବକେୟା ରାଶି ପ୍ରଦାନ, ଘରଭଡା ଓ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବାପାଇଁ ଦାବିରେ ଧାରଣା ଦିଆଯାଇଛି। ଆଜି ଧାରଣା ସ୍ଥଳରେ ଏଓଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ବାଇଟ1- ଆଶୁତୋଷ ପଣ୍ଡା(ସାଧାରଣ ସମ୍ପାଦକ, ନେସ୍କୋ ୟୁଟିଲିଟି)
ବାଇଟ2- ତାରାକାନ୍ତ ପଟ୍ଟନାୟକ(ସମ୍ପାଦକ, ସଂଯୋଜକ କମିଟି)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.