ETV Bharat / state

କଲେଜ ନିର୍ବାଚନ ବାତିଲ ପରେ ଏଫ୍‌ଏମ୍‌ ଛାତ୍ରବର୍ଗଙ୍କ ପ୍ରତିକ୍ରିୟା - ବାଲେଶ୍ବର ଫକୀର ମୋହନ କଲେଜ

ରାଜ୍ୟର ସମସ୍ତ କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ ହେବାର ବିଜ୍ଞପ୍ତି ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇଟିଭି ଭାରତ ରିପୋର୍ଟର ବାଲେଶ୍ବର ଫକୀର ମୋହନ କଲେଜରେ ପହଞ୍ଚିଥିଲେ । ଆସନ୍ତୁ ଜାଣିବା ଛାତ୍ରମାନଙ୍କ ପ୍ରତିକ୍ରିୟା ..

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 23, 2019, 2:41 PM IST

ବାଲେଶ୍ବର: ରାଜ୍ୟର ସମସ୍ତ କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ ହେବାର ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି । ଫଳରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଇଟିଭି ଭାରତ ରିପୋର୍ଟର ବାଲେଶ୍ବର ଫକୀର ମୋହନ କଲେଜରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଆଶାୟୀ ପ୍ରାର୍ଥୀମାନେ ସୁଯୋଗ ହରାଇଥିବାରୁ ଦୁ୍ଃଖରେ ଭାଙ୍ଗି ପଡିଥିବା କହିଛନ୍ତି ଛାତ୍ରମାନେ । ଆଉ କେତେକ ଛାତ୍ରମାନେ ନିର୍ବାଚନ ବାତିଲ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ସେହିପରି କଲେଜରେ ଗଣ୍ଡଗୋଳ ସୃଷ୍ଟିର ମୁଖ୍ୟ କାରଣ ବାହାର ନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ବୋଲି ଛାତ୍ରମାନେ କହିଥିଲେ।

ଏଥିସହ ଲିଙ୍ଗଡୋ କମିଶନ ନିୟମକୁ ଆହୁରି କଡାକଡି କରିବା ସହ କଲେଜ ନିର୍ବାଚନ ଶୃଙ୍ଖଳିତ ବ୍ୟବସ୍ଥା କରିବା ପାଇଁ କିଛି ଛାତ୍ରମାନେ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ରାଜ୍ୟର ସମସ୍ତ କଲେଜରେ ଚଳିତ ବର୍ଷ ନିର୍ବାଚନ ବାତିଲ ହେବାର ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇବା ପରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଛାତ୍ରନେତା ଏହି ନିଷ୍ପତି କୁ ସ୍ୱାଗତ କରୁଥିବା ବେଳେ ଦୁଇବର୍ଷ ହେବ ନିର୍ବାଚନ ଲଗାତର ଭାବେ ବାତିଲ ହେବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Body:ନିର୍ବାଚନ ବାତିଲ କୁ ନେଇ ଛାତ୍ରଛାତ୍ରୀ ଙ୍କ ପ୍ରତିକ୍ରିୟା ପାଇଁ ଆମେ ପହଞ୍ଚି ଥିଲୁ ବାଲେଶ୍ୱର ଫକୀର ମୋହନ କଲେଜରେ। ଛାତ୍ରଛାତ୍ରୀ ମାନେ ସେମାନଙ୍କ ମନ ପସନ୍ଦ ନେତା ବଞ୍ଚିବାର ସୁଯୋଗ ହରାଇଥିବାରୁ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା। କଲେଜରେ ଗଣ୍ଡଗୋଳ ସୃଷ୍ଟିର ମୁଖ୍ୟ କାରଣ ବାହାର ନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ହେଉଥିବା ଛାତ୍ରମାନେ କହିଥିଲେ।

Conclusion:ଲିଙ୍ଗଡୋ କମିଶନ ନିୟମକୁ ଆହୁରି କଡାକଡି କରିବା ସହ କଲେଜ ନିର୍ବାଚନ ଶୃଙ୍ଖଳିତ ବ୍ୟବସ୍ଥା କରିବା ପାଇଁ କିଛି ଛାତ୍ର ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.